Browsing Tag

ENGLISH NEWS

ତନେଇରା ଓଡିଶାର ଭୁବନେଶ୍ବରରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିଛି ~ ବର୍ତ୍ତମାନ ଗୋଟିଏ ଛାତ ତଳେ ଭାରତର ହସ୍ତଶିଳ୍ପ…

ଭୁବନେଶ୍ବର, 16 ନଭେମ୍ବର 2022 ( ପ୍ରତ୍ୟୁଷା ବ୍ୟୁରୋ): ଟାଟା ଘରୁ ଭାରତୀୟ ଐତିହ୍ୟ-ପୋଷାକ ବ୍ରାଣ୍ଡ, ତନେଇରା ଭୁବନେଶ୍ବର ଷ୍ଟେସନ ଛକରେ ଏହାର ପ୍ରଥମ ଷ୍ଟାରର ଶୁଭାରମ୍ଭ ସହିତ ଓଡିଶାକୁ ମାଡି ଆସିଛି । ଶ୍ରୀ ସି.କେ. ଭେଙ୍କଟରମଣ, ପରିଚାଳନା ନିର୍ଦ୍ଦେଶକ, ଟାଇଟନ କମ୍ପାନୀ ଲିମିଟେଡ, ଏବଂ
Read More...

ବିଶ୍ୱ ସ୍ତରରେ ପହଞ୍ଚିଲା ଅଞ୍ଜଳି।

ସୋମବାର, ନଭେମ୍ବର ୧୪, ୨୦୨୨, (ପ୍ରତ୍ୟୁଷା ବ୍ୟୁରୋ):ଦିନ ୧୨,୦୦ ଗ, ହୋଟେଲ୍‌ ନ୍ୟୁ ମାୟନ, ଭୁବନେଶ୍ୱର ଅଞ୍ଜଳି ଏହାର ଯାହାକୁ ୨୦ ବର୍ଷ ପୂର୍ବେ ୭୭ ଜଣ ପିଲାଙ୍କ ସହିତ ଭୁବନେଶ୍ବର, ଓଡ଼ିଶାରୁ ଆରମ୍ଭ କରିଥିଲା । ସମୟ କ୍ରମେ ଏହା ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲା, ୨୭ ଟି ରାଜ୍ୟ/ କେନ୍ଦ୍ର
Read More...