ଜଗଦୀପ ଧନଖଡ଼ଙ୍କୁ ଭୋଟ ଦେଲେ ବିଜେଡି ସାଂସଦ

0 139

ଭୁବନେଶ୍ବର,6/08/22 (ପ୍ରତ୍ୟୁଷା ବ୍ୟୁରୋ):
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ ବିଜେଡି ସାଂସଦ ମନେ ଉପ ରାଷ୍ଟ୍ରପତି ପ୍ରାଥୀ ଜଗଦୀପ ଙ୍କୁ ଭୋଟ ଦେଇଛନ୍ତି l ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନ ଡି ଏ ପ୍ରାଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସାଂସଦ ଭୋଟ ଦେଇଥିଲେ l

Leave A Reply

Your email address will not be published.