Browsing Category
ଓଡିଶା
କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆର ତିନି ଦିନିଆ ମ୍ୟାନେଜମେଣ୍ଟ ସେମିନାର ଉଦଘାଟିତ
ଭୁବନେଶ୍ୱର 14/5( ପ୍ରତ୍ୟୁଷା ବ୍ୟୁରୋ )ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟସ ଅଫ ଇଣ୍ଡିଆ ( ଆଇ ସି ଏ ଆଇ )ର ତିନି ଦିନିଆ ବାଣିଜ୍ୟ ପରିଚାଳନା ସମ୍ମିଳନୀ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବର୍ଣାଢ ପରିବେଶରେ ମଇ 13 ତାରିଖ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ!-->…
Read More...
Read More...
ଡାଇରେକ୍ଟ ସେଲିଂ ଶିଳ୍ପ ପାଇଁ ଓଡିଶା 5ମ ସର୍ବ ବୃହତ୍ତ ବଜାର
ଭୁବନେଶ୍ୱର 14/05( ପ୍ରତ୍ୟୁଷା ବ୍ୟୁରୋ ):ଡାଇରେକ୍ଟ ସେଲିଂ 79 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଆତ୍ମନିର୍ଭର କରିଛି l ଓଡିଶାରେ ଏହି ଶିଳ୍ପରେ ଓଡିଶା 5ମ ସର୍ବବୃହତ୍ତ ବଜାର ହେଇପାରିଛି l 13% ରୁ ଅଧିକ ଅଭିବୃଦ୍ଧି ଓଡିଶାରେ ରହିଛି l ପଖାପାଖି 4 ଲକ୍ଷ ଳୋକ ଓଡିଶାରେ ଏଥିରେ ଆତ୍ମ ବିଶ୍ୱାସର!-->…
Read More...
Read More...
ଉତ୍କଳ ଟାଇକୁନ୍ସ ଆୱାନ୍ସ ସହିତ ଭୁବନେଶ୍ଵର ରନୱେ ୱିକ ସିଜନ୍-୬ ୨୦୨୨, ମେ’ ୧୫ରେ ଅନୁଷ୍ଠିତ ହେବ
ଭୁବନେଶ୍ବର,13/05 (ପ୍ରତ୍ୟୁଷl ବ୍ୟୁରୋ):
ଉତ୍କଳ ଅପଡେନ୍ସ ଆଣ୍ଡ ଆଡିକ୍ସନ ଫେସନ୍ ମ୍ୟାନେଜମେଟ୍ ଆଣ୍ଡ କନସଲଟାନ୍ତି ପକ୍ଷରୁ ଆଜିଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ ଓ ଫେସନ୍ ଫେଷ୍ଟ “ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱାଥ ଭୁବନେଶ୍ଵର ର ଠିକ୍ସିଜନ୍-୬ ଭୁବନେଶ୍ଵରର ୱେଲକମ୍ ହୋଟେଲରେ!-->!-->!-->…
Read More...
Read More...
ଆଜିଠୁ 3 ଦିନ କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆ ର ସେମିନାର
ଭୁବନେଶ୍ବର, 12/05 ( ପ୍ରତ୍ୟୁଷl ବ୍ୟୁରୋ ) : ଅଫ ଇଣ୍ଡିଆ ଶିକ୍ଷାନୁଷ୍ଠାନ ତରଫରୁ କଷ୍ଟ ଏକସିଲେନସି ଏ ଷଷ୍ଟେନେବଲ ବିଜିନେସ ଷ୍ଟ୍ରଟେଜି ବିଷୟ ବସ୍ତୁ ଉପରେ ତିନି ଦିନିଆ ସେମିନାର ଅନୁଷ୍ଠିତ ହେବାକୁ ଯାଉଛି l ଏହାକୁ ଉଦଘାଟନ କରିବେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ l ମୁଖ୍ୟ ଅତିଥି!-->…
Read More...
Read More...
14ରୁ ରାଜ୍ୟ ସ୍ତରୀୟ ଖଦି ଓ଼ ଗ୍ରମୋଦ୍ୟୋଗ ପ୍ରଦର୍ଶନୀ
ଭୁବନେଶ୍ୱର 12/5 ( ପ୍ରତ୍ୟୁଷା ନ୍ୟୁଜ଼ )ଖଦି ଓ ଆନୁସାଙ୍ଗିକ କୁଟୀର ଶିଳ୍ପ କାରିଗରଙ୍କ ଉତ୍ପାଦନର ବିକ୍ରିବାଟା ପାଇଁ ଓଡିଶା ଖଦି ବୋର୍ଡ ଆସନ୍ତା 14ମଇ ରୁ 23ମଇ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରିଛନ୍ତି l ଏହା ପ୍ରତ୍ୟହ ଅପରାହ୍ନ 3ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଚାଲିବ!-->…
Read More...
Read More...
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ହେବ ଲଢେଇ
ଭୁବନେଶ୍ୱର 12/5 (ପ୍ରତ୍ୟୁଷା ବ୍ୟୁରୋ )ଶ୍ରୀମନ୍ଦିର ପ୍ରତି ବିପଦ ରହିଛି l ଏଣୁ ପରିକ୍ରମା ପ୍ରକଳ୍ପରେ ଚାଲିଥିବା ଅବୈଧ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ ନଚେତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ସଂଯୋଜକ ବିନୟ!-->…
Read More...
Read More...
Orientation Programme for New Doctors, Paramedics in Labour & ESI Department
Odisha, 09/05 (Pratyusha bureau):Healthcare is a top priority of my government and we are consistently making efforts to provide affordable quality health services to the people.
Chief Minister Shri Naveen Patnaik said this today while!-->!-->!-->…
Read More...
Read More...
ଗ୍ଲୋବାଲ ଫୋକସର ରକ୍ତ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର 7/5 ( ପ୍ରତ୍ୟୁଷା ବ୍ୟୁରୋ )ଵିନ୍ଦୁଏ ରକ୍ତ ମୂଲ୍ୟବାନ ଜୀବନ ରକ୍ଷା କରିଥାଏ l "ରକ୍ତ ଦାନ ଜୀବନ ଦାନ "ଏହି ସ୍ଲୋଗାନକୁ ସାକାର କରିବାକୁ ସ୍ବପ୍ନ ଭାବେ ନୁହେଁ, କାର୍ଯ୍ୟ ଭାବେ କରି ଦେଖାଇବାକୁ ପଣ କରିଛନ୍ତି ବ୍ଲୋବାଲ ଫୋକସର ପରିଚାଳନା ନିର୍ଦେଶକ ଅବଦୁଲ୍ଲ ଜାହିର l ଏଣୁ ବିଶ୍ୱ!-->…
Read More...
Read More...
ଭୁବନେଶ୍ୱରରେ ରାଜଯୋଗିନୀ ଉଷା ଦିଦିଙ୍କ ପ୍ରବଚନ
ଭୁବନେଶ୍ୱର 4/5( ପ୍ରତ୍ୟୁଷା ନ୍ୟୁଜ ):ଶ୍ରୀମଦ ଭଗବତ ଗୀତାରେ ଅଗାଧ ଜ୍ଞାନ ଅର୍ଜନ କରିଥିବା ମାଉଣ୍ଟ ଆବୁର ଆନ୍ତର୍ଜାତୀୟ ପ୍ରବଚିକା ରାଜଯୋଗିନୀ ଉଷା ଦିଦି ଭୁବନେଶ୍ୱର ପୋଖରୀପୁଟଠାରେ ପ୍ରବଚନ ଦେବେ l ଫରେଷ୍ଟପାର୍କ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ଵାରା!-->…
Read More...
Read More...
Our model of governance to build new odisha
Odisha,29/04 (Pratyusha Bureau):
When I took over as Chief Minister in 2000, the state was going through a severe crisis after the 1999 Super Cyclone. The finances of the state were in a mess and there was no money to pay even salaries.!-->!-->!-->…
Read More...
Read More...