Browsing Category
ଓଡିଶା
ଓ ପି ଜି ସି ପାଳିଲା ୭୯ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ୧୬/୮/୨୦୨୫( ପି ଏନ ଏସ )
ଓଡିଶା ପାୱାର ଜେନେରେସନ କର୍ପୋରେସନ ( ଓ ପି ଜି ସି ) ଭୁବନେଶ୍ୱର ସ୍ଥିତ ଫରଚ୍ୟୁନ ଟାୱାର କର୍ପୋରେଟ କାର୍ଯ୍ୟାଳୟରେ ମହାସମାରୋମହରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ କେଦାର ରଞ୍ଜନ!-->!-->!-->…
Read More...
Read More...
ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ
ଭୁବନେଶ୍ୱର : ୧୫ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ )
୭୯ ତମ ସ୍ୱାଧୀନତା ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ସମାରୋହରେ ଅଭିଭାଷଣ ରଖୁଛନ୍ତି। ଏହି ସମାରୋହରେ ଶ୍ରୀ ମାଝୀ କହିଛନ୍ତି ମାତ୍ର ୧୪ ମାସର ସରକାର ରାଜ୍ୟ ବିକାଶରେ ଅନେକ କାର୍ଯ୍ୟ କରିଛନ୍ତି।!-->!-->!-->…
Read More...
Read More...
ଓଡ଼ିଶା ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ଯୋଗ…
କଟକ , ୧୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି!-->…
Read More...
Read More...
ହୋଟେଲ ନ୍ୟୁ ମାରିୟନ୍ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଓ ବିକ୍ରୟ ଆରମ୍ଭ
ଭୁବନେଶ୍ବର : ୧୪/୮/୨୫( ପ୍ରତ୍ୟୁଷା ବ୍ୟୁରୋ )ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥିମ ସହିତ ପାର୍ବଣ ଋତୁରଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ!-->…
Read More...
Read More...
୬୫% ୩୫ ବର୍ଷରୁ କମ୍ : ବେଦାନ୍ତର ଯୁବ କର୍ମଶକ୍ତି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକକୁ ଶକ୍ତିଶାଳୀ କରୁଛି ।
ଭୁବନେଶ୍ୱର, ୧୩ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏହାର ଯୁବକର୍ମଶକ୍ତିଙ୍କ ଆଗ୍ରହ, ନବସୃଜନ ଏବଂ ପରିବର୍ତନଶୀଳ ପ୍ରଭାବକୁ ପାଳନ କରି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରିଛି,ଯେଉଁମାନେ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର!-->…
Read More...
Read More...
ଆଇଟିଆଇ ପାଠ୍ୟକ୍ରମର ଉନ୍ନତିକରଣ ରୋଡମ୍ୟାପ୍ ପାଇଁ ଓଡ଼ିଶା ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କୁ ଏକାଠି କରିଛି ଆଇଟିଆଇ…
ଭୁବନେଶ୍ୱର, ୧୨/୦୮/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ!-->…
Read More...
Read More...
ଆଇଡିବିଆଇ ଅଫିସର ସଂଘର ଦିନିକିଆ ଦେଶବ୍ୟାପୀ ଧର୍ମଘଟ
ଭୁବନେଶ୍ବର: ୧୧/୮( ପ୍ରତ୍ୟୁଷା ବ୍ୟୁରୋ ) ସର୍ବ ଭାରତୀୟ ଆଇଡିବିଆଇ ଅଫିସର ସଂଘ (ଏଆଇଆଇଡିବିଓଏ) ଭୁବନେଶ୍ଵର ଜୋନ୍ ପକ୍ଷରୁଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେଏଆଇଆଇଡିବିଓଏ ଭୁବନେଶ୍ଵର ଜୋନ୍ ସମ୍ପାଦକ ଗୌତମ ପଟ୍ଟନାୟକ, ସଭାପତି ଲଲାଟେନ୍ଦୁ ବେହେରା,ଉପସଭାପତି ଦେବବ୍ରତ ବେହେରା,!-->…
Read More...
Read More...
ସୃଷ୍ଟି ଏକାଡେମୀ ଅଫ୍ ଗ୍ରାଜୁଏଟ ଷ୍ଟଡିଜ୍ ଦ୍ବାରା ନୂତନ ପାଠ୍ୟକ୍ରମର ଶୁଭାରମ୍ଭ ଏବଂ ଜାତୀୟ ଶିକ୍ଷା ନୀତି ; ୨୦୨୦ ର…
ଭୁବନେଶ୍ୱର : ୧୦/୮( ପ୍ରତ୍ୟୁଷା ବ୍ୟୁରୋ ):ସୃଷ୍ଟି ଏକାଡେମୀ ଅଫ ଗ୍ରାଜୁଏଟ ଟିକ୍ ଓଡିଶା ସରକାରଙ୍କର ରହଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଏବଂ ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ଵାରା ଅଦଳିତ ଏକ ଦୂତଳକ ଶିକ୍ଷାନୁଷ୍ଠାନ ଭାବରେ ଦଳିତ ଶିକ୍ଷା ବର୍ଷ ଠାରୁ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି ।!-->…
Read More...
Read More...
ସାମ୍ସ ନାମ ଲେଖା ର ବ୍ୟବହାରିକ ଦିଗକୁ ଦୃଷ୍ଟି ଦିଆଯିବାର ସମୟ ଆସିଛି
ଭୁବନେଶ୍ୱର : ୧୦/୮/୨୦୨୫( ପି ଏନ ଏସ ) ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୦୯-୨୦୧୦ ଶିକ୍ଷା ବର୍ଷରୁ ସାମ୍ସ ଆଡ଼ମିସନ ପ୍ରକ୍ରିୟା ଆରମ୍ଭ ହୋଇଛି ମାତ୍ର ଏ ପର୍ଯ୍ୟନ୍ତ ତା'ର ବ୍ୟବହାରିକ ଦିଗ ଉପରେ ଦୃଷ୍ଟି ଦିଆଯାଇନାହଁ। ସରକାରର ଏକ ଅଂଶ ସେ ହୋଇଥିଲେ ମଧ୍ୟ ଏହା କହିବାକୁ!-->…
Read More...
Read More...
ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା କଳିଙ୍ଗରେ ଆରମ୍ଭ
ଭୁବନେଶ୍ବର, 10.08.25 ( ପ୍ରତ୍ୟୁଷା ବ୍ୟୁରୋ):1. ଆଜି (ଅଗଷ୍ଟ ୧୦ ତାରିଖରେ) କଳିଙ୍ଗ ଷ୍ଟାଡ଼ିୟମରେ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି।
2. ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ!-->!-->!-->…
Read More...
Read More...