ଶପଥ ନେଲେ ଓଡିଶା ଫାର୍ମାସି ଅଧିକାରୀ ସେବା ସଂଘ ର ନୂଆ କର୍ମକର୍ତ୍ତା ।

ଭୁବନେଶ୍ୱର, 15.06.25 ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା ଫର୍ମାସୀ ଅଧିକାରୀ ସେବା ସଂଘର ନିର୍ବାଚିତ ନୂଆ କର୍ମକର୍ତ୍ତା ମାନେ ଆଜି ଶପଥ ନେଇଛନ୍ତି।“ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘ"ର “ ରୌପ୍ୟ ଜୟନ୍ତୀ ସମ୍ମିଳନୀ ଓ କାର୍ଯ୍ୟକର୍ତ୍ତା ନିର୍ବାଚନ ଚଳିତ ବର୍ଷ ମଇ ମାସ ୩୦ ଓ ୩୧
Read More...

ମିତସୁବିଶି ଇଲେକ୍ଟ୍ରିକ୍ ଇଣ୍ଡିଆ ଭୁବନେଶ୍ୱର ଏକ୍ସକ୍ଲୁସିଭ୍ ଶୋରୁମ୍ ଉଦ୍‌ଘାଟିତ

ଭୁବନେଶ୍ୱର, 12.06. 25 ( ପ୍ରତ୍ୟୁଷା ବ୍ୟୁରୋ ): ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର୍ ଉତ୍ପାଦକ ମିତ୍ସୁବିଶି ଇଲେକ୍ଟ୍ରିକ୍ ଏବେ ଓଡିଶାର ଭୁବନେଶ୍ୱର ରେ ତାଙ୍କର ଏକ୍ସକ୍ଲୁସିଭ୍ ଶୋରୁମ୍ "କୁଲିଂ ପ୍ଲାନେଟ୍" ଆରମ୍ଭ କରିଛନ୍ତି। ଏହି ନୂଆ ଶୋରୁମ୍ ଏସ ଆର ରେଫ୍ରିଜରେଶନ, ଲେନ୍-୨,
Read More...

ଶ୍ରୀକ୍ଷେତ୍ର ପୁରୀରେ ମୁମ୍ବାଇର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଉପେନ୍ଦ୍ର ଜୀ ସମ୍ବର୍ଦ୍ଧିତ।

ପୁରୀ , 10.06.25, ( (ପ୍ରତ୍ୟୁଷା ବ୍ୟୁରୋ ): ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା ତଥା ରଥ ମହୋତ୍ସଵ ଅବସରରେ ମୁମ୍ବାଇର ଆଧ୍ୟତ୍ମିକ ଗୁରୁ ଅନ୍ତର ଯୋଗ ଫାଉଣ୍ଡେସନର ପ୍ରତିଷ୍ଠାତା ଉପେନ୍ଦ୍ର ଜୀ ଙ୍କୁ ବିଶିଷ୍ଟ ସମାଜସେବୀ ଚଳଚିତ୍ର ନିର୍ମାତା ଲଷ୍ମୀନାରାୟଣ ଅଗ୍ର ୱାଲା ସମ୍ବର୍ଦ୍ଧିତ
Read More...

ଆନ୍ତର୍ଜାତିକ ଅଭିଲେଖ ଦିବସରେ ପ୍ରତ୍ୟେକ ଜଣେ ଜଣେ ଅଭିଲେଖବିତ ହେବାକୁ ଆହ୍ୱାନ ।

ଭୁବନେଶ୍ୱର: ୦୯ ଜୁନ ୨୦୨୫ ( ପି ଏନ ଏସ ) ପ୍ରତି ବର୍ଷ ପରି ଚଳିତ ବର୍ଷ ଜୁନ ୯ ତାରିଖରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜାତିକ ଅଭିଲେଖ ଦିବସ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଉତ୍ସବର ସେମିନାରରେ ଡ. ରାଜୀବ ଲୋଚନ ସାହୁ, ପ୍ରାକ୍ତନ ମୁଖ୍ୟ ଅଭିଲେଖପାଳ ତଥା ମହାପ୍ରବନ୍ଧକ, ଭାରତୀୟ
Read More...

କଳିଙ୍ଗ ବ୍ଲାକ ଟାଇଗର୍ସ ପକ୍ଷରୁ ଓଡ଼ିଶାର ମାଜେଷ୍ଟିକ ବ୍ଲାକ ଟାଇଗର୍ସର ପ୍ରତିକୃତି ଜର୍ସି ଓ ମାସ୍କଟ ଉନ୍ମୋଚନ

ଭୁବନେଶ୍ଵର : ୭/୬/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦେଶରେ ରଗ୍‌ବି ପ୍ରିମିୟର ଲିଗ୍ ଉଦଘାଟନ ସହିତ ଭାରତ ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ କରିବାକୁ ଯାଉଥିବାବେଳେ ନିଗର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାହାର ଆନୁଷ୍ଠାନିକ ଜର୍ସି ଏବଂ ମାସ୍କଟକୁ
Read More...

୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୦୬ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ରାଜ୍ୟ ସରକାର ଆସନ୍ତା ୧୨ ତାରିଖରେ ଏକ ବର୍ଷ ପୂର୍ତ୍ତି ପାଳନ କରିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ମୋଟ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନ ହେବ ତୀବ୍ରତର ।

ଭୁବନେଶ୍ୱର, ୦୫ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାର ଠାରୁ କିଛି କମ ନୁହେଁ। ଅଣ ଓଡ଼ିଆ ଠିକାଦାର ପ୍ରୀତି ଏ ସରକାର ବୁଡି ରହିଛି। ଛୋଟିଆ କାମ ଗୁଡିକୁ ଯୋଡି ମେଗା କାମ ଭାବରେ ଅଣ ଓଡ଼ିଆ
Read More...