ରଥଯାତ୍ରାକୁ ଆଉ ଦଶଦିନ,ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ
ପୁରୀ 20/6 ( ପ୍ରତ୍ୟୁଷା ନ୍ୟୁଜ )ଆଷାଢ଼ ଶୁକ୍ଳ ଶ୍ରୀଗୁଣ୍ଡିଚା ତିଥିକୁ ମାତ୍ର ଆଉ ଦଶ ଦିନ I ଏହାକୁ ଦୃଷ୍ଟିରେ ରଖି ମହାରଣା ସେବାୟତମାନେ ରାତିଦିନ ଏକ କରିଦେଇଛନ୍ତି I ଦୁଇବର୍ଷ ଧରି ମହାମାରୀ ପାଇଁ ରଥଯାତ୍ରା ବନ୍ଦ ଥିଲା ଏବେ ସବୁ କିଛି ଠିକ ଠାକ ଚାଲିଛି ଏଣୁ ସମସ୍ତେ ଭାବ ବିହ୍ଵଳ!-->…
Read More...
Read More...