Browsing Tag

Todays odisha news

ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ ।

ଭୁବନେଶ୍ଵର : ୦୧ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ପୂର୍ବ ଭାରତର ପ୍ରିମିୟମ ହୋମ ଡେଷ୍ଟିନେଶନ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ ଭୁବନେଶ୍ଵରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ଵବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା
Read More...

କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ କଲେ ତ୍ରିରଙ୍ଗା ବାଇକ୍ ଯାତ୍ରାର ଉଦ୍ଘାଟନ ।

ଭୁବନେଶ୍ୱର ୧୪ ମଇ ୨୦୨୫ ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍
Read More...

ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହେବ ସେମିକଣ୍ଡକ୍ଟର ଉତ୍ପାଦନ: ଆଇଟି ମନ୍ତ୍ରୀ ‘ଫ୍ରମ ଟେମ୍ପଲ ଟୁ ଟେକ’ ସମ୍ମିଳନୀରେ…

ଭୁବନେଶ୍ୱର : ୦୨ ମଇ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ନିବେଶକଙ୍କ ପାଇଁ ଉନ୍ନତ ନୀତି ପ୍ରଣୟନ ପାଇଁ ଜଣାଶୁଣା ଓଡ଼ିଶାରେ ଆଗାମୀ କିଛି ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହେବ ବୋଲି ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ‘ଫ୍ରମ ଟେମ୍ପଲ ଟୁ
Read More...

ବ୍ରାହ୍ମଣମାନେ ହେଉଛନ୍ତି ପ୍ରକୃତ ଦଳିତ

ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଜାତି ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କ ସମ୍ପର୍କରେ ଏକ ପୋଷ୍ଟ କରି ଯାହା ଲେଖିଛନ୍ତି ତାହା ଚିନ୍ତା ଜନକ। ଏ ବିଷୟରେ ବର୍ତ୍ତମାନ ତର୍ଜମା କରିବାର ବେଳ ଆସିଛି।ଶ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି ଯେ
Read More...

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ

ଭୁବନେଶ୍ୱର ୦୩ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) :ଓଡିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହୋଇଛି। ଦୀର୍ଘ ସାଢେ ୧୨ ଘଣ୍ଟାର ଆଲୋଚନା ପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଏହି ବିଲକୁ ସରକାରୀ ଦଳର ମୁଖ୍ୟ
Read More...

ସୌଭାଗ୍ୟ ନଗର ରେ ଖୋଲିଲା ମାଲାବାର ଗୋଲଡ଼ ଆଣ୍ଡ ଡାଇମଣ୍ଡ ର ୩ୟ ସୋ ରୁମ ।

ଭୁବନେଶ୍ଵର : ୨୮/୩/ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦାୟିତ୍ଵସମ୍ପନ୍ନ ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ଭୁବନେଶ୍ଵର ସୌଭାଗ୍ୟନଗର ଠାରେ ତାହାର ୩ୟ ସୋ’ରୁମ୍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ
Read More...

ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର ।

ଭୁବନେଶ୍ୱର : ୨୬/୩/୨୦୨୫ ( ପି ଏନ ଏସ ) ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର, ବାହାରେ ରାଜ ରାସ୍ତାରେ କଂଗ୍ରେସ ଛାତ୍ର ନେତା ରାତି ରହିଲେ, ମହିଳା ସୁରକ୍ଷା ନେଇ କଲେ ପ୍ରତିବାଦ
Read More...

ବିରୋଧୀଙ୍କ ମୁଲତବୀକୁ ଆଗ୍ରାହ୍ୟ କଲେ ବାଚସ୍ପତି ।

ଭୁବନେଶ୍ୱର ୧୩ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା।ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି
Read More...