Browsing Tag

Pratyusha bilingual

ସୈନିକ ସ୍କୁଲରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜୀକରଣ ଜାରି ।

ଭୁବନେଶ୍ବର, ୧୪ ନଭେମ୍ବର ( ପ୍ରତ୍ୟୁଷା ବ୍ୟୁରୋ): ଦେଶର ୩୩ଟି ସୈନିକ ସ୍କୁଲ୍‌ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବଭାରତୀୟ ପ୍ରବେଶିକା…
Read More...

ବୀମାଧାରୀଙ୍କ ଅଭିଯୋଗକୁ ତ୍ୱରିତ ସମାଧାନ କରୁଛି ବିମାଲୋକପାଳ ।

ଭୁବନେଶ୍ଵର ୧୩/୧୧( ପ୍ରତ୍ୟୁଷା ବ୍ୟୁରୋ):ସମସ୍ତ ବୀମା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ପ୍ରତି ରାଜ୍ୟରେ ଜଣେ ବୀମା ଲୋକପାଳଙ୍କୁ ନିଯୁକ୍ତ କରିଛନ୍ତି । ବୀମା ଲୋକପାଳଙ୍କ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ତଥା କୌଣସି ଆଇନଜୀବୀଙ୍କ ସହାୟତା ନ ନେଇ, ଯେ କୌଣସି…
Read More...

ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍‌ର ପ୍ରୟାସ ଅଭିନନ୍ଦନୀୟ ।

ଭୁବନେଶ୍ଵର, 30.07.23 ( ପ୍ରତ୍ୟୁଷା ବ୍ୟୁରୋ):ଡାକ୍ତରମାନେ ହେଉଛନ୍ତି ଭଗବାନ ସଦୃଶ। ରୋଗୀ ସେବା ସେମାନଙ୍କ ପରମ କର୍ତ୍ତବ୍ୟ । ଏହି କ୍ରମରେ ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ଓ ଅଭିସା ପୂରଣ ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ପ୍ରା.ଲି ଏକ ପ୍ରମୁଖ…
Read More...

ଟାଟା ମୋଟର୍ସ ପକ୍ଷରୁ ଭୁବନେଶ୍ବରରେ ଅତ୍ୟାଧୁନିକ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା ।

ଭୁବନେଶ୍ବର, ୨୪ ଜୁଲାଇ, ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): ଭାରତର ଅଗ୍ରଣୀ ଅଟୋମୋବାଇଲ ଉତ୍ପାଦନକାରୀ ଟାଟା ମୋଟର୍ସ, ଓଡ଼ିଶାର ଭୁବନେଶ୍ଵରରେ ଦ୍ଵିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (ଆରଭିଏସଏଫ)ର ଶୁଭାରମ୍ଭ ସହିତ ନିରନ୍ତର ଗତିଶୀଳତା ପାଇଁ ପ୍ରତିବଦ୍ଧତା ଜାରି ରଖୁଛି ।…
Read More...

ଶ୍ରୀଜନ ପକ୍ଷରୁ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ।

ଭୁବନେଶ୍ବର, 12/06/23 (ପ୍ରତ୍ୟୁଷା ବ୍ୟୁରୋ ):ଲୋକପ୍ରିୟ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଶ୍ରୀଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ପକ୍ଷରୁ ଆଜି (ଶନିବାର) ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ କରାଯାଇଛି ଯେଉଁଥ୍‌ରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ…
Read More...