Browsing Tag

odianews

କଳିଙ୍ଗରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ

ଭୁବନେଶ୍ବର, ( ପ୍ରତ୍ୟୁଷା ବ୍ୟୁରୋ): :ଓଡିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍‌ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା। ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ –
Read More...

ଖୋଲାଫର୍ଦ ପ୍ରକାଶ କରେ ଖୋଲା କଥା
ସାପ୍ତାହିକରୁ ହେବ ଖୁଵ ଶୀଘ୍ର ଦୈନିକ

ଭୁବନେଶ୍ୱର 26/02 ( ପ୍ରତ୍ୟୁଷା ବ୍ୟୁରୋ )ଦୀର୍ଘ ବତିଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ସବୁଜ ଓଡିଶା ର ଖୋଲା ଫର୍ଦ ଆଜି ହୋଟେଲ ନ୍ୟୁ ମାରିୟନ ଠାରେ ତା 'ରପୂର୍ତ୍ତି ଉତ୍ସବ ପାଳନ ପାଳନ କରିଛି l ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର , ସାଂସଦ ମୁନା
Read More...

21ରୁ ବଜେଟ ଅଧିବେଶନ ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ୱର 20/02 ( ପ୍ରତ୍ୟୁଷା ନ୍ୟୁଜ ): ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି।ଅନ୍ୟ ମାନଙ୍କ ମଧ୍ୟ୍ୟରେ କଂଗ୍ରେସରୁ ନରସିଂହ ମିଶ୍ର, ଲକ୍ଷଣ ମୁଣ୍ଡା ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି।ଗୃହ କିପରି
Read More...

ନୟାପଲ୍ଲୀରେ ସପ୍ତାହବ୍ୟାପି 20ରୁ ଭାଗବତ କଥା

ଭୁବନେଶ୍ୱର 19/02( ପ୍ରତ୍ୟୁଷା ବ୍ୟୁରୋ )ନୟାପଲ୍ଲୀ ମା ' ବରବେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥା ଉତ୍ସବ ଆସନ୍ତା କାଲି ଠାରୁ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ବାବାଜୀ ଅମୃତାନନ୍ଦ ଦାସ ମହାରାଜ ପ୍ରତ୍ୟହ ସନ୍ଧ୍ୟା ସାଢେ ଛଅ ଟାରୁ ପ୍ରବଚନ ଦେଵେ l ଏହି
Read More...

ଆଇ ଏମ ଆଇ ଦଶମ ସମାବର୍ତ୍ତନ ଆଜି

ଭୁବନେଶ୍ବର, ଫେବୃୟାରୀ ୧୮, ( ପ୍ରତ୍ୟୁଷା ବ୍ୟୁରୋ): ଇଂଟରନ୍ୟାଶନାଲ ମ୍ୟାନେଜମେଟ୍ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ)ଭୁବନେଶ୍ବରର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ୨୦୨୩ ଫେବୃୟାରୀ ୧୯ରେ ଅନୁଷ୍ଠିତ ହେବ । ଦୀକ୍ଷାନ୍ତ ସମାରୋହରେ ଟେକ୍ ମହିନ୍ଦ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଟେକ୍
Read More...

ଉଦ୍ୟୋଗ ବିକାଶ ଓ ଡିଜିଟାଲ ସାକ୍ଷରତା ମହିଳା ସଶକ୍ତିକରଣ ର ମୂଳ ମନ୍ତ୍ର

ଭୁବନେଶ୍ୱର, ତା ୧୫/୦୨ ( ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶା ରେ ସ୍ବୟଂ ସହାୟକ ଦଳ ମାଧ୍ୟମରେ ମହିଳା ମାନେ ରୋଜଗାରକ୍ଷମ ହୋଇ ନିଜ ପରିବାର ର ସମସ୍ତ ଆର୍ଥିକ ଆବଶ୍ୟକତା କୁ ପରିପୂରଣ କରୁଛନ୍ତି । ବ୍ୟକ୍ତିଗତ ସ୍ତର ରେ ଆରମ୍ଭ ହୋଇଥିବା ଛୋଟ ଛୋଟ ବ୍ୟବସାୟ ଆଜି କ୍ଷୁଦ୍ର ଉଦ୍ୟୋଗ ର ମାନ୍ୟତା
Read More...