ଶୈକ୍ଷିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଉଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ
ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫ ( ପି ଏନ ଏସ ) ୧୬ ବର୍ଷ ପୂରଣ କରି ୧୭ ବର୍ଷରେ ପଦାର୍ପଣ କରିଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ। ଏହି ୧୭ ବର୍ଷ ଭିତରେ ଟ୍ରଷ୍ଟ ଶିକ୍ଷା, କ୍ରୀଡା ଓ ଆର୍ଥିକ କ୍ଷେତ୍ରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅତୁଳନୀୟ ସହଯୋଗ ଦେଇଛି। ପ୍ରାୟ ୧୦୦୦ ପିଲାଙ୍କୁ!-->…
Read More...
Read More...