Browsing Tag

Bhubaneswar news

କୃଷି ଓଡିଶା ୨୦୨୪ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ।

ଭୁବନେଶ୍ଵର ୧୨/୦୧( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ…

ଭୁବନେଶ୍ବର, 11.01.2024 ( ପ୍ରତ୍ୟୁଷା ବ୍ୟୁରୋ) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା
Read More...

ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ।

ଭୁବନେଶ୍ଵର ୧୧/୦୧( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକଙ୍କ ପରଲୋକ ୯୮ ବର୍ଷ ବୟସରେ ହୋଇଯାଇଛି l ସ୍ବର୍ଗତ ପଟ୍ଟନାୟକଙ୍କ ପରଲୋକ ଗମନ ଖବର ପାଇବା ମାତ୍ରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି l
Read More...

୧୨ରୁ ତିନି ଦିନ କୃଷି ଓଡିଶା ୨୦୨୪ ।

ଭୁବନେଶ୍ବର, ୮/୦୧ (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନଠାରେ ‘ କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ। ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘ କୃଷି
Read More...

ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କୁ ପିସିସି ପକ୍ଷରୁ ଭବ୍ୟ ସମ୍ଭର୍ଦ୍ଧନା ।

ଭୁବନେଶ୍ୱର 6.01.24 ( ପ୍ରତ୍ୟୁଷା ବ୍ୟୁରୋ ) :ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ପ୍ରଭାରୀ, ପୂର୍ବତନ ସାଂସଦ ତଥା ଝାଡଖଣ୍ଡର ପୂର୍ବତନ ପିସିସି ସଭାପତି ଡ. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିମାନବନ୍ଦର ଠାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ
Read More...

ନୂଆଗାଁ ରୋଡ୍ – ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ…

ଭୁବନେଶ୍ବର. 7.01.24 ( ପ୍ରତ୍ୟୁଷା ବ୍ୟୁରୋ ):ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ - ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା
Read More...

ରସୁଲଗଡ଼ରେ ଖୋଲିଲା ଶ୍ରୀଲେଦର୍ସର ନୂଆ ଶୋ’ରୁମ୍ ।

ଭୁବନେଶ୍ୱର,୨୮।୧୨ ( ପ୍ରତ୍ୟୁଷା ବ୍ୟୁରୋ ): ବିଗତ ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ମାନ୍ୟତା ବଜାୟ ରଖିଥିବା ‘ଶ୍ରୀଲେଦର୍ସ’ ଭୁବନେଶ୍ୱରସ୍ଥିତ ରସୁଲଗଡ଼ଠାରେ ଏହାର ନୂଆ ଶୋ’ରୁମ୍‌ର ଉଦ୍‌ଘାଟନ କରିଛି । ଏହା ଓଡ଼ିଶାରେ କମ୍ପାନିର ଅଷ୍ଟମ ଶୋ’ରୁମ୍
Read More...