Browsing Tag

ODISHA NEWS

୩ ରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ।

ଭୁବନେଶ୍ଵର,୩୧/୦୧( ପ୍ରତ୍ୟୁଷା ବ୍ୟୁରୋ): ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଳିଷ୍ଠ କରିବା ସହ ରାଜ୍ୟ ସରକାର ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜନ କରିଛନ୍ତି l ଏହି ଅବସରରେ ସଂସ୍କୃତିକୁ ମନ୍ତ୍ରୀ, ବିଭାଗୀୟ ସଚିବ
Read More...

ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ ।

ଭୁବନେଶ୍ୱର,୩୧|୧ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ
Read More...

ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭଙ୍ଗୁଭୁ…

ଭୁବନେଶ୍ବର, ଓଡ଼ିଶା (୩୦ ଜାନୁଆରୀ ୨୦୨୪): ( ପ୍ରତ୍ୟୁଷା ବ୍ୟୁରୋ) ଓଡିଶାର ପ୍ରାୟ ୭୦ରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଭୁବନେଶ୍ବରରେ ଏକ ‘ବସ ଯାତ୍ରା’ କରି ସରକାରୀ ପରିବହନ ବସରେ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
Read More...

ସନାତନ ଧର୍ମ ଓ ସତ୍ ଶିକ୍ଷାର ପ୍ରସାର ପାଇଁ ୭୩ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ବ୍ୟାପକ ଆୟୋଜନ

ଭୁବନେଶ୍ୱର,୨୭/୦୧( ପ୍ରତ୍ୟୁଷା ବ୍ୟୁରୋ):ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେଵଙ୍କ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ଆଦର୍ଶ ଓ ଉଦେଶ୍ୟ ସନାତନ ଧର୍ମ ପ୍ରଚାର, ସତଶିକ୍ଷା ବିସ୍ତାର ଓ ଶିଵ ଜ୍ଞାନେ ଜୀବ ସେବା l ଏହି ଲକ୍ଷ ନେଇ ପ୍ରତି ବର୍ଷ ଅନୁଷ୍ଠିତ ହୁଏ ଉତ୍କଳ
Read More...

ଆଦିବାସୀ ମେଳା ୨୦୨୪ ଉଦଘାଟିତ ।

ଭୁବନେଶ୍ଵର ୨୬/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଦାନ ହୋଇ ଉଠିଥିବା ଆଦିବାସୀ ମେଳା ୨୦୨୪ ଜନ ରାଜ୍ୟ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସି କରକମଳରେ ଉଦଘାଟିତ ହୋଇଛି l ପ୍ରତ୍ୟହ ଅପରାହ୍ନ ୨.୩୦
Read More...

ଝାରସୁଗୁଡ଼ାରେ ସମ୍ପନ୍ନ ହେଲା ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୪ କାର୍ଯ୍ୟକ୍ରମ ।

ଝାରସୁଗୁଡ଼ା, 21.01.24 ( ପ୍ରତ୍ୟୁଷା ବ୍ୟୁରୋ ): ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ତିନି ଦିନିଆ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୪ । ୧୯ରୁ ୨୧ ଜାନୁଆରି ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ, ୧୫୦ ଏଗଜିଭିଟର ଏବଂ ୫୪ ଜଣ ଶିଳ୍ପ ଅଂଶୀଦାର
Read More...

ତନିସ୍କରେ ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ ଆରମ୍ଭ ।

ଭୁବନେଶ୍ୱର,୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) :ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ । ଜୀବନର ଛୋଟ ଛୋଟ ଅବସରକୁ ପାଳନ କରିବା ପାଇଁ ଏହା ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛି। ହୀରାର ଯାଦୁ ଏବଂ କାଳଜୟୀ ଆକର୍ଷଣ ସହିତ ପ୍ରସ୍ତୁତ ଗହଣାର ଅନୁଭବ
Read More...