Browsing Tag
odianews
ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ , ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ କଲେ ଉତ୍ସର୍ଗ
ଭୁବନେଶ୍ବର,4/09/22 (ପ୍ରତ୍ୟୁଷା ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ!-->!-->!-->…
Read More...
Read More...
ODISHA CM NAVEEN PATTANAIK RECEIVED LIFETIME ACHIEVE AWARD.
New Delhi, 4/09/22 (Pratyusha Bureau):
Hon’ble Justice Shri. N. V. Ramana Hon’ble Justice Shri. Patnaik Distinguished guests, Awardees, Members of the Capital Foundation Ladies and Gentlemen.Capital Foundation over the years has!-->!-->!-->!-->!-->…
Read More...
Read More...
କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍ର ଶୁଭାରମ୍ଭ
ବ୍ରହ୍ମପୁର,03/9 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ଏହାର ସମ୍ପୂର୍ଣ୍ଣ ନୂଆ ଗହଣା ସୋ’ରୁମ୍ର ଶୁଭାରମ୍ଭ କରାଯାଇଛି । ସିଟି ହାଇସ୍କୁଲ୍ ରୋଡ୍ରେ ଅବସ୍ଥିତ ଏହି ନୂଆ ଓ ବିଳାସପୂର୍ଣ୍ଣ ସୋ’ରୁମ୍ ସହ କଲ୍ୟାଣ!-->…
Read More...
Read More...
Ultimate Kho Kho announces massive prize pool of INR 2 crore for Season 1 as playoffs begins on…
PUNE,September 1, 2022 ( Pratyusha Bureau):Ultimate Kho Kho announced a whooping prize money of total INR 2 crore for the inaugural edition. India’s first-ever franchise-based Kho-Kho league has amazed the fans with a gripping top-notch!-->…
Read More...
Read More...
Odisha holds Investors’ Meet and Curtain raiser for Make in Odisha Conclave’22 in New Delhi to…
New Delhi, 31st August 2022 (Pratyusha Bureau):
In a continuing effort to be the country's leading investment destination, the Government of Odisha, in collaboration with the Federation of Indian Chambers of Commerce and Industry!-->!-->!-->…
Read More...
Read More...
ନବୀନ ସରକାରରେ ବଢିଛି ଚାଷୀଙ୍କ ଦୁର୍ଦଶା
ଭୁବନେଶ୍ୱର, ତା ୩୦/୮ (ପ୍ରତ୍ୟୁଷା ବ୍ୟୁରୋ): ଚଳିତ ଖରିଫଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ!-->…
Read More...
Read More...
ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖୁ ଏବଂ ରିପୋଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ।
ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ): ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍, ଓଡ଼ିଶା ତରଫରୁ ଆଜି ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ!-->…
Read More...
Read More...
ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ…
ଭୁବନେଶ୍ବର, 22/08/22 (ପ୍ରତ୍ୟୁଷା ବ୍ୟୁରୋ):ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୨ ଅଗଷ୍ଟ ୨୦୨୨, ପିଆଇବି, ଦିଲ୍ଲୀ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର!-->…
Read More...
Read More...
ଭୁବନେଶ୍ବର ଠାରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେଙ୍କ ସାମ୍ବାଦିକ ସମ୍ମିଳନୀ • ଆନ୍ତଃଜାତି ବିବାହକୁ…
ଭୁବନେଶ୍ବର,22/08/22 (ପ୍ରତ୍ୟୁଷା ବ୍ୟୁରୋ) : ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧ୍ତ କରି ସେ ଏହା କହିଛନ୍ତି । ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ!-->…
Read More...
Read More...