Browsing Tag

Current news

ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନ ସଭା ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳର ବର୍ଜନ ।

ଭୁବନେଶ୍ଵର ୨୨ ଜୁଲାଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସପ୍ତଦଶ ବିଧାନସଭା ଆସନରୁ ଆଜିଠାରୁ ଆରମ୍ଭ ହୋଇଛି l ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଗୃହର ମଧ୍ୟ ଭାଗକୁ ଆସି ରାଜ୍ୟପାଳଙ୍କ ଅଭିଭାଷଣକୁ ପ୍ରତିବାଦ କରିଥିଲା l ପରେ ପରେ ମୁଖ୍ୟ ବିରୋଧି ଦଳ
Read More...

ଅଖିଳ ଭାରତ ପୋଷ୍ଟ୍ ମ୍ୟାନ ଓ ଏମ ଟି ଏସ ସଂଘର ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ।

ଭୁବନେଶ୍ଵର ୧୭ ଜୁଲାଇ ୨୦୨୪ ( ପ୍ରତ୍ୟୁଷାନ୍ୟୁଜ ) :ଅଖିଳ ଭାରତ ପୋଷ୍ଟ ମ୍ୟାନ ଓ ଏମଟିଏସ ସଂଘ ଭୁବନେଶ୍ୱର ଶାଖା, ଓଡ଼ିଶା ପ୍ରେସ୍ ଇସ୍ତାହାର , ୧୭ ଜୁଲାଇ ୨୦୨୪ ଅଖିଳ ଭାରତ ପୋଷ୍ଟ ମ୍ୟାନ ଓ ଏମଟିଏସ ସଂଘ ଭୁବନେଶ୍ବର ଶାଖାର ନବମ ଦ୍ୱିବାର୍ଷିକ ସମ୍ମିଳନୀ ୧୭ ଜୁଲାଇ ୨୦୨୪ରେ ଭୁବନେଶ୍ୱର
Read More...

ଅଗଷ୍ଟ ୯ରେ ରିଲିଜ୍ ହେବ ‘ଭଗିଆ ଭାରିଯା’ ।

ଭୁବନେଶ୍ଵର, ୧୭ ଜୁଲାଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):ଏକ ଦୃଢ଼ ଆତ୍ମବିଶ୍ବାସ ନେଇ ଆସୁଛି ହରିବୋଲ ଏଣ୍ଟରତେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ନୂଆ ସିନେମା 'ଭଗିଆ ଭାରିଯା '। 'ଦମନ ', ' ପ୍ରତୀକ୍ଷା ', ଓ 'ପାବାର " ପରେ ଏହାକୁ ସେମିତି ଏକ ପ୍ରତିନିଧି ଶ୍ରେଣୀୟ ଏବଂ
Read More...

କ୍ୟାବିନେଟର ୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସର୍ବନିମ୍ନ ମଜୁରି ୨୫% ବୃଦ୍ଧି ପାଇବ ଭୁବନେଶ୍ବର, 10.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।
Read More...

ଆଲେନ୍ ଭୁବନେଶ୍ୱର ପକ୍ଷରୁ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମରେ କାର୍ଗିଲ ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧନା ।

ଭୁବନେଶ୍ୱର, 9.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ଦେଶର ସୁରକ୍ଷା ଓ ଲୋକମାନଙ୍କ ପରିବାର ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌, ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଏକ ଭବ୍ୟ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମ
Read More...