Browsing Tag

Current Breakingnews

ମିଡ଼୍ ପ୍ରିମିୟମ ସିଗ୍‌ମେଣ୍ଟରେ ସାମସଙ୍ଗ ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ର ଉନ୍ମୋଚନକୁ ଦୃଢ଼ କରିପାରିଛି ।

ଭୁବନେଶ୍ଵର, ଭାରତ – ମାର୍ଚ୍ଚ ୧୯, ୨୦୨୪( ପ୍ରତ୍ୟୁଷା ବ୍ୟୁରୋ) : ସାମସଙ୍ଗ, ଭାରତର ସର୍ବବୃହତ୍ ଗ୍ରାହକ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ, ଆଜି ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ଶୁଭାରମ୍ଭ ଅଭିନବୀକରଣର ଉଦ୍ଦିପନା ସହିତ ଘୋଷଣା କରିଛି । ଏହି ନୂତନ ଏ ଶୃଙ୍ଖଳ ଉପକରଣରେ ଅନେକ
Read More...

ମୋଦି କେୟାର ‘ ଅତୁଟ ବନ୍ଧନ ‘ , ରିସ୍ତା ଦିଲ କା ‘ ରୋଡ ସୋ ‘ ର ଶୁଭାରମ୍ଭ ।

୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଭାରତର ଅନ୍ୟତମ ଅଗ୍ରଣୀ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀ ମୋଦିକେୟାର ଲିମିଟେଟ ପକ୍ଷରୁ ସମାର କେ ମାନୀଙ୍କ ଦ୍ଵାରା ପତାକା ଦେଖାଇ ଶୁଲାଉ କରାଯାଇଥିବା ଏକ ଇବା ରୋଡ୍ ସୋ' 'ଅଦୃତ ବାନ, ଜିଲା ଦିଲ୍ କା’ର ଶୁଭାର ହୋଇଛି । ଚାରି ଦିନରେ ଏହି ଐତିହାସିକ ଯାହା
Read More...

ରବୀନ୍ଦ୍ର ମଣ୍ଡପରେ ୨୦ ରୁ ଉତ୍ତର ପୁରୁଷର ୩ଦିନିଆ ନାଟ୍ୟମହୋତ୍ସବ ।

ଭୁବନେଶ୍ୱର ୧୭/୩ ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନ ପରିସରରେ ଉତ୍ତରପୁରୁଷ ନାଟ୍ୟ ସଂସ୍ଥା ତରଫରୁ ବାର୍ଷିକ ନାଟକ ପରିକ୍ରମା-୨୦୨୪ ପରିପ୍ରେକ୍ଷୀରେ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦ ମାର୍ଚ୍ଚରୁ ୨୨ ମାର୍ଚ୍ଚ ଯାଏ ରବୀନ୍ଦ୍ରମଣ୍ଡପ
Read More...

ଲୋକପ୍ରିୟ ସାପ୍ତାହିକୀ ” ପ୍ରବାହ ” ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ଵର , ୧୭ ମାର୍ଚ୍ଚ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ) : ଲୋକ ପ୍ରିୟ ସମ୍ବାଦପତ୍ର ସାପ୍ତାହିକୀ " ପ୍ରବାହ" ଭରପୁର ଦର୍ଶକ ଓ ଶ୍ରୋତା ମଣ୍ଡଳୀ ମଧ୍ୟରେ ଆଜି ଜୟଦେବ ଭବନ ପରିସରରେ ତା' ର ୧୭ ତମ ଜନ୍ମତିଥି ପ୍ରତିବର୍ଷ ପରି ପାଳନ କରିଛି l ସ୍ୱନକ୍ଷତ୍ର ଉତ୍ସବରେ ମଞ୍ଚ ମଣ୍ଡନ କରିଥିଲେ
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ମହାନତା କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀ ପାଇଲେ ନିଯୁକ୍ତି ପତ୍ର ।

ଭୁବନେଶ୍ବର,୧୫ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) :କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକର ୧୦ ହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
Read More...

ରେଳ ମନ୍ତ୍ରୀଙ୍କ ଦ୍ୱାରା ନୂଆ ପ୍ରକଳ୍ପ ଘୋଷଣା: ନରସିଂହପୁର – ଅନୁଗୋଳ ଚାଲିବ ରେଳ।

କଟକ ୧୫/୩/୨୪ ( ପ୍ରତ୍ୟୁଷା ବ୍ୟୁରୋ ): ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି l ଏହି ଦୁଇଟି ପ୍ରକଳ୍ପ
Read More...

୧୭ ରେ ଭୁବନେଶ୍ୱର ବେଦାନ୍ତୁ ଲର୍ଣିଂ ସେଣ୍ଟରର ଶୁଭାରମ୍ଭ ।

ଭୁବନେଶ୍ବର: ୧୪ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଏଠାରେ ମାର୍ଚ୍ଚ ୧୭ରେ ବେଦାନ୍ତୁ ଲଭିଂ ସେଣ୍ଟର ଉଦ୍‌ଘାଟନ ସହିତ ଏଡ଼-ଟେକ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅମୂଲାଇନ କୋଚିଂରେ ବିପ୍ଳବ ଆଣିବାକୁ ଯାଉଛି । ଭୁବନେଶ୍ଵରରେ ଲର୍ଡିଂ ସେଣ୍ଟର ଚଳିତ ମାର୍ଚ୍ଚ ୧୭ରୁ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର,୧୩ ।୩ ( ପ୍ରତ୍ୟୁଷା ବ୍ୟୁରୋ ) : ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା
Read More...