Browsing Tag

Breakingnews

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ବିଭିନ୍ନ ଦାବୀ ପୂରଣ ପାଇଁ କଲେ…

ଭୁବନେଶ୍ୱର, ୨୯/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ଵର ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ ସେମାନଙ୍କର ବିଭିନ୍ନ ଦାବୀ ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି
Read More...

ଡ ହରି ବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ ।

ଭୁବନେଶ୍ଵର, ୨୪ ଡ଼ିସେମ୍ବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ମିଜୋରାମର ପୂର୍ବତନ ରାଜ୍ୟପାଳ ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେବା ପରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫା
Read More...

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଉତ୍ପାଦକ, ନିବେଶକ, ସରକାର ଏକାଠି ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ…

ଭୁବନେଶ୍ବର, 23.12.24 ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା l ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି
Read More...

ଖଣିଜ ସମ୍ପଦର ସଂରକ୍ଷଣ ଓ ଭବିଷ୍ୟତ ଉପରେ ଗୁରୁତ୍ୱ । ଭୂ ବିଜ୍ଞାନୀ ସୋସାଇଟି ପକ୍ଷରୁ ବିକଶିତ ଭାରତ ୨୦୪୭ ଜାତୀୟ…

ଭୁବନେଶ୍ଵର ୨୧/୧୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟର ଖଣିଜ ସମ୍ପଦ, ଭବିଷ୍ୟତ ପ୍ରକଳ୍ପ ଯୋଜନା ଗୁଡିକ କାର୍ଯ୍ୟକାରିତା ଉପରେ ଆଲୋଚନା ଚକ୍ର ଭୁବିଜ୍ଞାନୀ ସୋସାଇଟି ଏବଂ ମିଳିତ ପ୍ରଯୁକ୍ତିବିତ୍ ପକ୍ଷରୁ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ସଂଘ ପକ୍ଷରୁ ଦୁଇଟି ସୋପନ ରେ ବିକଶିତ ଭାରତ
Read More...

ରାଜ୍ୟରେ ଖୁବ୍ ଶୀଘ୍ର ଆସିବ ନୂଆ କୃଷିନୀତି । ସ୍ଵଚ୍ଛ କୃଷି ନୀତି ପାଇଁ ଗୋଲ ଟେବୁଲ ବୈଠକ।

ଭୁବନେଶ୍ଵର ୨୦/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟରେ ଏକ ସ୍ଵଚ୍ଛ କୃଷି ନୀତି ପାଇଁ ବ୍ୟାପକ ବିଚାର ବିମର୍ଷ ଓ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ କୃଷି ନୀତି କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଉପସ୍ଥିତ ଅତିଥି ଓ ଅଧିକାର ମାନେ ଆଲୋକପାତ କରିଥିଲେ। କୃଷି
Read More...

ବେଦାନ୍ତ କଳିଙ୍ଗ ଲାନସର୍ସ ର ଜର୍ସି ,ମାସ୍କଟ ଓ ଆନ୍ଥମ୍ ଉନ୍ମୋଚିତ।

ଭୁବନେଶ୍ୱର: ୧୯/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗକୁ ନଜରରେ ରଖ୍ ଓଡ଼ିଶା ଭିଭିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାଳସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥମ ଏବଂ ମାସ୍କଟ୍‌କୁ ଏକ ଗ୍ରାଣ୍ଟ ଇଭେଣ୍ଟରେ ଶୁଭାରମ୍ଭ କରାଯାଇଛି । ରାଜ୍ୟ
Read More...

ଯାଜପୁର ଜିଲ୍ଲାର ଶିଳ୍ପାୟନ ଓ ସ୍ଥାନୀୟ ଅଂଚଳ ବିକାଶର ବୃହତ୍ତର ସ୍ବାର୍ଥ ପାଇଁ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ…

ଡୁବୁରୀ, ଡିସେମ୍ବର 18, 2024 ( ପ୍ରତ୍ୟୁଷା ବ୍ୟୁରୋ ):– ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନ ରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା 20 ତାରିଖରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର
Read More...