Browsing Tag

pratyushanews

ଉଲ୍ଲେଖନୀୟ ସେବା ପାଇଁ ସାର୍ପ ସମ୍ପାଦକ ବିଜୟ ପଣ୍ଡା ହେବେ ସମ୍ମାନିତ

ଭୁବନେଶ୍ୱର : ୨୮ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) କଟକ ଜିଲ୍ଲା ନରସିଂହପୁର ବ୍ଲକ ନିଜିଗଡ଼ ଅଞ୍ଚଳର ଉଦୀୟମାନ ଯୁବ ସମାଜ ସଂଗଠକ ବିଜୟ କୁମାର ପଣ୍ଡା ଆସନ୍ତା ଉତ୍କଳ ଦିବସ ଅବସରରେ ରାଜ୍ୟ ଏକ ପ୍ରତିଷ୍ଠିତ ବୈଦୁତିକ ଗଣ ମାଧ୍ୟମ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ଶ୍ରୀ ପଣ୍ଡା
Read More...

ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର ।

ଭୁବନେଶ୍ୱର : ୨୬/୩/୨୦୨୫ ( ପି ଏନ ଏସ ) ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର, ବାହାରେ ରାଜ ରାସ୍ତାରେ କଂଗ୍ରେସ ଛାତ୍ର ନେତା ରାତି ରହିଲେ, ମହିଳା ସୁରକ୍ଷା ନେଇ କଲେ ପ୍ରତିବାଦ
Read More...

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀ ନୀଳମାଧବ ମନ୍ଦିରରେ କଲେ ଦର୍ଶନ ।

କଣ୍ଟିଲୋ ,୨୪/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତୀୟ ବିଶ୍ଵାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କଲେ ଅଂଶଗ୍ରହଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ଅପରାହ୍ନରେ ସେ ଛତିଶଗଡ଼ର ରାୟପୁରରୁ ଭୁବନେଶ୍ବରରେ ପହଞ୍ଚିଥିଲେ। ରାଷ୍ଟ୍ରପତି
Read More...

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ…

ଭୁବନେଶ୍ୱର,ତା.୨୨/୦୩ ( ପ୍ରତ୍ୟୁଷା ବ୍ୟୁରୋ ) : ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ
Read More...

ମାର୍ଚ୍ଚ ୨୧ରୁ ସକାଳୁଆ ସ୍କୁଲ ।

୨୦/୩/୨୫( ପ୍ରତ୍ୟୁଷା ବ୍ୟୁରୋ ) ଅପ୍ରେଲ ୨ ନୁହେଁ ଆସନ୍ତା କାଲି ମାର୍ଚ୍ଚ ୨୧ ତାରିଖ ଶୁକ୍ରବାର ଠାରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢେ଼ ୬ ଟା ଠାରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ। ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ଆଜି
Read More...

ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ।

ପ୍ରତ୍ୟୁଷା ବ୍ୟୁରୋ, ୧୭/୩/୨୦୨୫, ନୂଆଦିଲ୍ଲୀ: ଓଡିଶାର ବିଶିଷ୍ଟ ରାଜନେତା ଜନ ନାୟକ ପୂର୍ବତନ କେନ୍ଦ୍ରର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପର ଲୋକ ଗତ ମର ଶରୀର ଉପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୋଦି ତାଙ୍କ ପୁଅ କେନ୍ଦ୍ର ମନ୍ତ୍ରୀ
Read More...

ବିରୋଧୀଙ୍କ ମୁଲତବୀକୁ ଆଗ୍ରାହ୍ୟ କଲେ ବାଚସ୍ପତି ।

ଭୁବନେଶ୍ୱର ୧୩ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା।ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି
Read More...

ପୂର୍ବାଞ୍ଚଳ ଇଣ୍ଡିଆ ବଜାରକୁ ନେଇ ଉତ୍ସାହୀ ଡାଇକିନ୍ , ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ ।

ଭୁବନେଶ୍ୱର , ୧୨ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଡାଇ କିନ ଇଣ୍ଡଷ୍ଟିଜ ଲିମିଟେଡ, ଜାପାନର ପୂର୍ବ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥୁବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବ୍ୟାପକ
Read More...

ବିଧାନସଭା ପାଲଟିଲା ରଣକ୍ଷେତ୍ର ଉତ୍ତେଜନା ଭିତରେ ଉଦବେଗ

ଭୁବନେଶ୍ୱର : ୧୧/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଓଡ଼ିଶା ବିଧାନସଭା ଅଧିବେଶନ ଆଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ଜୟ ନାରାୟଣଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ ଯାଇଛି। ଏହାକୁ ନେଇ ଗୃହର ବାତାବରଣ ଉତ୍ତେଜନା ପୂର୍ଣ୍ଣ ହୋଇପଡ଼ିଥିଲା।
Read More...

ମମ୍ ଟ୍ରଷ୍ଟ୍ ଓ କମିଶନରେଟ୍‌ ପୁଲିସ୍‌ର “ୱମ୍ୟାନ୍‌ ବିହାଇଣ୍ଡ୍ ଦ ଖାକି ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭୁବନେଶ୍ବର: ୦୯/୩ ( ପ୍ରତ୍ୟୁଷା ବ୍ୟୁରୋ )ମିଷ୍ଟ୍ରି ଅଫ୍ ମଦର୍‌ସ୍ (ମମ୍) ଟ୍ରଷ୍ଟ୍ ତଥା କମିଶନରେଟ ପୁଲିସ୍‌ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ "ୱମ୍ୟାନ୍ ବିହାଇଣ୍ଡ୍ ଦ ଖାକି'' କାର୍ଯକ୍ରମ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଆଜି
Read More...