Browsing Tag

ODISHA NEWS

ମୋକିମଙ୍କ ଫୋକସରେ ପୌର ନିର୍ବାଚନ

ଭୁବନେଶ୍ୱର : ୮ /୭/୨୦୨୬( ପ୍ରତ୍ୟୁଷା ବ୍ୟୁରୋ) ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ପଦାଧିକାରୀ ଯୋଗ ଦେଇ ମୌଳିକ ସମସ୍ୟାର ସମାଧାନ ସହ ଦଳର
Read More...

ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ।

ଭୁବନେଶ୍ୱର, ଜୁଲାଇ ୦୭, ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ):ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳପଥ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗତ ୦୬ ଜୁଲାଇ ୨୦୨୬ ତାରିଖରେ ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ
Read More...

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

ଭୁବନେଶ୍ବର, 6.07.26 ( ପ୍ରତ୍ୟୁଷା ବ୍ୟୁରୋ )କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ପ୍ରଚଳନ କରାଯିବ, ଯାହା ସମଗ୍ର ରାଜ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ।ଉତ୍ତର ଓଡ଼ିଶାକୁ ରେଳ ସଂଯୋଗୀକରଣରେ ସୁଧାର
Read More...

ଦୈନିକ ଚାଲିବ ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୬ ଜୁଲାଇ ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ
Read More...

ଦୀର୍ଘ 15 ଦିନ ଧରି ରାଜ୍ୟରେ ଯେଉଁ ପାଠ୍ୟ ପୁସ୍ତକକୁ ନେଇ ଉଦବେଗ ପ୍ରକାଶ ପାଇଛି ଏନେଇ ଓଡ଼ିଶା ସ୍ୱାଭିମାନ ମଞ୍ଚ…

ଭୁବନେଶ୍ବର,2.07.26 ( ପ୍ରତ୍ୟୁଷା ବ୍ୟୁରୋ): ନିକଟରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଯେଉଁ ଜନ ମତ ଲୋଡ଼ା ଯାଇଥିଲା, ସେଥିରେ ରାଜ୍ୟର ଲକ୍ଷାଧିକ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷାବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି। ସମସ୍ତଙ୍କ ମତ ଅନୁଯାୟୀ ସରକାର ବହି
Read More...

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ” ଲୋକାର୍ପିତ ।

ଭୁବନେଶ୍ୱର,୦୧/୦୭/୨୬ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ରାଜନୀତିର ଅର୍ଦ୍ଧଶତାବ୍ଦୀର ପ୍ରତିଛବି - ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ "ସମୟ ସାକ୍ଷୀ" ଆଜି ବୁଧବାର ସନ୍ଧ୍ୟାରେ ଓୟୁଏଟି କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ପ୍ରଥମେ ଶ୍ରୀ
Read More...

ମାଣିପାଲ ହସ୍ପିଟାଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭୁବନେଶ୍ୱର, 26.06.26 ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ବିଜେପିର ବଡ଼ ଚେହେରା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମ ତିଥିରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଶୁଭ ଚିନ୍ତକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିଛନ୍ତି। ଲିଙ୍ଗରାଜ ପୀଠରେ ପୂଜାର୍ଚନା ଦୀପ ଦାନ
Read More...

ଶଙ୍ଖ ଧରିଲେ ସୁଜାତା,ଆଶୀର୍ବାଦ ଦେଲେ ନବୀନ ।

ଭୁବନେଶ୍ୱର : ୨୫ ଜୁନ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ଆଇ ଏ ଏସ ରୁ ରାଜନୀତିକୁ ଓହ୍ଲାଇଥିବା ସୁଜାତା ରାଉତ ଶେଷରେ ବିଜେଡିରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଦଳର ବରିଷ୍ଠ ନେତାଙ୍କ ଗହଣରେ ଶ୍ରୀମତୀ ରାଉତଙ୍କୁ ଦଳର ଉତ୍ତରୀୟ ନବୀନ ପିନ୍ଧାଇ ଆଶୀର୍ବାଦ ଦେଇଥିଲେ। ଆଗାମୀ ଦିନରେ
Read More...

ପୁରୀରେ ପହଞ୍ଚିଲା ରଥ ଦଉଡି ।

ଭୁବନେଶ୍ଵରରେ (25.06.26), ପ୍ରତ୍ୟୁଷା ବ୍ୟୁରୋ ଆଜି ପୁରୀରେ ପହଞ୍ଚିଛି ମହାପ୍ରଭୁଙ୍କ ୨୦୨୬ ଘୋଷ ଯାତ୍ରା ପାଇଁ ରଥ ଦଉଡ଼ି। ଏହି ଦଉଡ଼ି ଓଡ଼ିଶା ସମବାୟ କତା ନିଗମରୁ ଆଠ ଇଞ୍ଚ ମୋଟେଇ ର ୨୨୦ ଫୁଟ ବା ୬୭ ମିଟର ଲମ୍ବ ର ମୋଟ ୨୮ ଗୋଟି ଦଉଡ଼ି ବୀର ପ୍ରତାପ ପୁର,ପୁରୀ ସ୍ଥିତ କତା ପ୍ରଶୋଧନ
Read More...