Browsing Tag

Current Breakingnews

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କରିଛି କିସ୍‌ନା

ଭୁବନେଶ୍ୱର :୧୬/୧୦( ପି ଏନ ଏସ ) ଏହା ଭାରତରେ କିସ୍‌ନାର ୧୭୧ତମ ଓ ଓଡିଶାରେ ୯ମ ଶୋ’ରୁମଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ଜୁଏଲାରୀ ବ୍ରାଣ୍ଡ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଆଜି ଭୁବନେଶ୍ୱରର ଜନପଥଠାରେ ଏହାର ଦେଶର ସର୍ବବୃହତ ଶୋ’ରୁମର ଉଦ୍‌ଘାଟନ କରିଛି, ଯାହା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ସେବା ପାଇଁ କ୍ୟାବିନେଟ ସଂକଳ୍ପ ଜରିଆରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ…

ଭୁବନେଶ୍ୱର : ୧୩/୧୦/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ୟାବିନେଟ ସଂକଳ୍ପ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ଆପଣମାନେ ଜାଣିଛନ୍ତି, ୨୦୨୬ ଅକ୍ଟୋବର ୭ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ…
Read More...

କଟକର ଉପର ବାଲିଯାତ୍ରା ପଡ଼ିଆରେ ଏସ୍‌ବିଆଇ କାର୍‌ ଲୋନ୍‌ ଏକ୍ସପୋକୁ ଜନସାଧାରଣଙ୍କ ବ୍ୟାପକ ସମର୍ଥନ

କଟକ,୧୧/୧୦( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ), କଟକ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ (ଆର୍‌ବିଓ) ପକ୍ଷରୁ ଅକ୍ଟୋବର ୧୧ ତାରିଖରେ କଟକର ଉପର ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ କାର୍‌ ଲୋନ୍‌ ଏକ୍ସପୋକୁ ଜନସାଧାରଣଙ୍କଠାରୁ ବ୍ୟାପକ ସମର୍ଥନ ମିଳିଛି।ଏହି…
Read More...

ପାର୍ବଣ ଚାହିଦା ପୂରଣ କରିବ ଇନ୍ଦିରା ଟେକ୍ସଟାଇଲ

ଭୁବନେଶ୍ୱର,11.10.26 (ପ୍ରତ୍ୟୁଷା ବ୍ୟୁରୋ): ଶ୍ରୀ ଗଣେଶ ପୂଜନ ଉତ୍ସବରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଉତ୍କଳୀୟ ପରମ୍ପରାକୁ ଉଦ୍ଜୀବିତ କରି ଆସି ପହଁଚିଛି ଶାରଦୀୟ ଦୁର୍ଗାପୂଜା। ଶକ୍ତି ସ୍ୱରୂପିଣୀ ମାଆ ଦୁର୍ଗାଙ୍କ ନବରାତ୍ର ପୂଜା ଏହି ଅବସରରେ ପାର୍ବଣକୁ ଉତ୍ସବ ମୁଖର କରି ଥିବା ବେଳେ…
Read More...

ଓଡିଶା ଡାକ ପରିମଣ୍ଡଳ ସପ୍ତାହବ୍ୟାପୀ ପାଳନ କରୁଛି ଜାତୀୟ ଡାକ ସପ୍ତାହ

ଭୁବନେଶ୍ୱର,୯/୧୦/୨୬( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ଡାକ ପରିମଣ୍ଡଳ ଚଳିତ ଅକ୍ଟୋବର ୯ ରୁ ସପ୍ତାହ ବ୍ୟାପି ଜାତୀୟ ଡାକ ସପ୍ତାହ ପାଳନ କରୁଛି। ଆଜି ବିଶ୍ୱ ଡାକ ଦିବସ ରସୁଲଗଡ ସ୍ଥିତ ଡାକ ପ୍ରଶିକ୍ଷଣ କେନ୍ଦ୍ରରେ ପାଳିତ ହୋଇଛି। ଏହି ଅବସରରେ ଓଡିଶା ଶାଖା ଡାକ ମହାପ୍ରବନ୍ଧ ଏନ ସିଂ ଏକ…
Read More...

ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଛଅ ମାସରେ ପୂର୍ବ ତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ।

ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ):ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ପଣ୍ୟ ବୋଝେଇ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ୧୨୦.୭୬ ମିଲିୟନ ଟନ୍(ଏମ୍‌ଟି) ପଣ୍ୟ ବୋଝେଇ କରିଛି। ଗତ ଆର୍ଥିକ…
Read More...

ଓପୋ ଏଫ ୩୫ ପ୍ରୋ ୫ ଜି ରେ ରହିଛି ଆକର୍ଷଣୀୟ ଫିଚର

ଭୁବନେଶ୍ୱର : ୭ /୧୦/୨୬( ପ୍ରତ୍ୟୁଷା ବ୍ୟୁରୋ) ଓପୋର ଦୀର୍ଘ ଯାତ୍ରାରେ ଏହା ଗ୍ରାହକଙ୍କ ବିଶ୍ୱାସ ଜିତିଛି। ଏହି ଅବସରରେ ଓପୋ ନୂଆ ଫିଚର ନେଇ ବଜାରକୁ ଆଣିଛି ଓପୋ ଏଫ ୩୫ ପ୍ରୋ ୫ ଜି ଯାହା ବେଶ ଆକର୍ଷଣୀୟ।ନୂଆ ଏଫ୍୩୫ ସିରିଜର ମୁଖ୍ୟ ଆକର୍ଷଣ ହେଉଛି ଏହାର ୫୦ ମେଗାପିକ୍ସେଲ୍…
Read More...

ରୁଷ ସେନାରେ ଯୋଗଦେବା ବିରୋଧରେ ଭାରତ ସରକାରଙ୍କ କଡ଼ା ଚେତାବନୀ:‘ବିପଜ୍ଜନକ ଏବଂ ଜୀବନ ପ୍ରତି ବିପଦପୂର୍ଣ୍ଣ’

ନୂଆଦିଲ୍ଲୀ:୩/୧୦( ପ୍ରତ୍ୟୁଷା ବ୍ୟୁରୋ )ଭାରତୀୟ ନାଗରିକମାନଙ୍କୁ ରୁଷ ସଶସ୍ତ୍ର ବାହିନୀରେ ନିଯୁକ୍ତ କରାଯାଉଥିବା ନେଇ ଲଗାତାରରିପୋର୍ଟ ମଧ୍ୟରେ ଭାରତ ସରକାର ପୁଣିଥରେ କଡ଼ା ଚେତାବନୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(MEA) ଭାରତୀୟ ନାଗରିକମାନଙ୍କୁ ରୁଷ ସେନାରେ ଯୋଗ…
Read More...

ବୋଲଗଡ଼ରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

ଖୋର୍ଦ୍ଧା : ୨/୧୦ ( ପ୍ରତ୍ୟୁଷା ବ୍ୟୁରୋ ) ସ୍ୱେଚ୍ଛାସେବୀ ସଂଗଠନ ସାକାର (SAKAR) ଓ କମନ୍ ହେଲଥ୍ (Common Health) ର ମିଳିତ ଉଦ୍ୟମରେ ସେପ୍ଟେମ୍ବର ୨୮ ତାରିଖରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ଡାବରଧୁଆ ପଞ୍ଚାୟତରେ…
Read More...

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ଭୁବନେଶ୍ୱର,୧/୧୦/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥାନ୍ତି। ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ଲାଗି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି…
Read More...