Browsing Tag

Bhubaneswar news

ଗଣମାଧ୍ୟମ ହେଉ ସମାଜର ଦର୍ପଣ

ଭୁବନେଶ୍ୱର : ୧୬ /୧୧/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଗଣମାଧ୍ୟମ ସମାଜରେ ଜନ ସାଧାରଣଙ୍କ ବିଶ୍ୱାସ ଜିତୁ। ଭ୍ରମାତ୍ମକ ଖବର ଦେଖାଇ ଗଣଙ୍କୁ ବିଭ୍ରାନ୍ତ ନ କରୁ। ସମାଜରେ ଗଣ ମାଧ୍ୟମ ଦର୍ପଣ ଭଳି କାମ କରୁ। ଗଣ ମାଧ୍ୟମ ସମାଜରେ ସକାରାତ୍ମକ ଖବର ପରିବେଷଣ କରି ସଚେତନ କରାଉ ଏବଂ
Read More...

ନୂଆପଡା : ଦିନ ୧୧ ଟା ସୁଦ୍ଧା ୩୨. ୫% ମତଦାନ

ନୂଆପଡ଼ା, 11.11.25 ( ପ୍ରତ୍ୟୁଷା ବ୍ୟୁରୋ): ନୂଆପଡା ଉପନିର୍ବାଚନ ଏ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ଚାଲିଛି। ଦିନ ୧୧ ଟା ସୁଦ୍ଧା ୩୨. ୫% ମତ ଦାନ ହୋଇଛି। କୌଣସି ବୁଥରେ ମତ ଦାନକୁ ପ୍ରଭାବିତ କରିବା ଭଳି ଖବର ମଧ୍ୟ ନାହିଁ। ସି ସି ଟି ଭି ମାଧ୍ୟମରେ ନିରପେକ୍ଷ ମତ ଦାନ ପାଇଁ ନଜର
Read More...

ଭରତପୁର ଷ୍ଟୁଡ଼ିଓ ଛକରେ ଖୋଲିଲା ସୋମୁ ମଲ୍ଟି ରେଷ୍ଟୋ

ଭୁବନେଶ୍ୱର : ୧୦/୧୧( ପ୍ରତ୍ୟୁଷା ବ୍ୟୁରୋ ) ରବିବାର ସଂଧ୍ୟାରେ ଭରତପୁର ଷ୍ଟୁଡିଓ ଛକ ରେ ଖୋଲିଯାଇଛି ସୋମୁ ମଲ୍ଟି cuisine resto. ଏହି ମଲ୍ଟି ରେଷ୍ଟ ରାଣ୍ଟ ରେ ଲାଇଭ ସଂଗୀତ ସହିତ ସୁଦୁଷ୍ଟିଷ୍ଟ ଖାଦ୍ୟ ର ଭଣ୍ଡାର ରହି ଅଛି ନିଜ ପରିବାର ସହିତ ଥରେ ଆସି କି ଭୁଲି କି ଯାଉନ୍ତୁ ଏକ
Read More...

ଏକ୍ସ୍ ଆଇ ଏମ୍ ବିବିଶ୍ୱବିଦ୍ୟାଳୟରେ ବହୁ ଆଡମ୍ବର ସହିତ ପ୍ରତିଷ୍ଠା ଦିବସ ପାଳନ ।

ଭୁବନେଶ୍ବର : ୦୬ /୧୧/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ନଭେମ୍ବର ୨୦୨୫ ରେ ଭୁବନେଶ୍ଵରର ପୁରୁଣାକ୍ୟାମ୍ପସରେ ଏହାର ପ୍ରତିଷ୍ଠା ଦିବସ ପାଳନ କରିଛି ।ଏହି ଉତ୍ସବ ବିଶ୍ୱବିଦ୍ୟାଳୟର କୀର୍ତ୍ତି, ନିରନ୍ତର ବିକାଶ ଓ
Read More...

ପରିବର୍ତ୍ତିତ ଜଳବାୟୁକୁ ଦେଖି ଫସଲ ହାନି ଭରଣା ପାଇଁ ଯୋଜନା ପ୍ରସ୍ତୁତ ହେବା ଉଚିତ୍

ଭୁବନେଶ୍ବର : ୦୪/୧୧/୨୦୨୫( ପ୍ରତ୍ୟୁଷା ବ୍ୟୁରୋ) ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଏକ ଚିନ୍ତାର ବିଷୟ ହେଇଛି। ଏହା କେବଳ ଜନସାଧାରଣଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି ତା ' ନୁହେଁ ଏହା ବିଶ୍ୱ ସମୁଦାୟରେ କୃଷି କାର୍ଯ୍ୟ ଉପରେ ବାଧା ପହଞ୍ଚାଇ ଦେଇଛି। ଏପରି ପରିସ୍ଥିତିରେ
Read More...

କୋରାପୁଟ ଜିଲ୍ଲାର ଲୁକ୍କାୟିତ ସାଂସ୍କୃତିକ ଐତିହ୍ୟ ମହୋତ୍ସବକୁ ଜୀବନ୍ତ କରିବା ପାଇଁ ଉଦ୍ୟମ କରିବ ବଙ୍ଗଳା ନାଟକ ଡଟ…

ଭୁବନେଶ୍ୱର: ୦୩ /୧୧ ( ପ୍ରତ୍ୟୁଷା ବ୍ୟୁରୋ ) କୋରାପୁଟ ଜିଲ୍ଲା ହେଉଛି ଓଡିଶା ର ଏକ ସାଂସ୍କୃତିକ ଏବଂ ପରିବେଶ ବିଭବଶାଳୀ ସମୃଦ୍ଧ ଜିଲ୍ଲା | ମାତ୍ର ଏହି ଜିଲ୍ଲାର ଐତିହ୍ୟ ଜନ ମାନସରୁ ଲୁକ୍କାୟିତ ରହିଯାଇଛି। ଏହି ପରିପ୍ରେକ୍ଷୀରେଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ୍ ସହାୟତାରେ ଏବଂ ଗୋଷ୍ଠୀ
Read More...

ନଭେମ୍ବର ୨ରେ ବିଶ୍ୱ ହିନ୍ଦୀ ପରିଷଦର ସମ୍ମାନ ସମାରୋହ ଓ କବି ସମ୍ମିଳନୀ ।

ଭୁବନେଶ୍ୱର : ୩୧/୧୦( ପ୍ରତ୍ୟୁଷା ବ୍ୟୁରୋ ) ଭାଷାର ସମୃଦ୍ଧିକୁ ବିସ୍ତାର କରି, ବିଶ୍ୱ ହିନ୍ଦୀ ପରିଷଦ, ଓଡ଼ିଶା ପ୍ରଦେଶ ଦ୍ଵାରା ହିନ୍ଦୀ ଭାଷାର ବିକାଶ ଏବଂ ପ୍ରଚାର ପାଇଁ , ତା ୨ ନଭେମ୍ବର,୨୦୨୫ ରିଖ ଅପରାହ୍ନ ୩ଘ ୩୦ମି ସମୟରେ ଓଡିଶାର ରାଜଭବନରେ ହିନ୍ଦୀ-ଓଡିଆ ଲେଖକ, ସମାଜସେବୀ,
Read More...