Browsing Tag

Pratyusha News

୧୧ରେ ୧୦୦ କ୍ୟୁବ ଷ୍ଟାର୍ଟ – ଅପ ଅଭିଯାନ ହେବ ଆରମ୍ଭ ।

ଭୁବନେଶ୍ୱର ୦୫/୦୨( ପ୍ରତ୍ୟୁଷା ବ୍ୟୁରୋ ) ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ ।

ଭୁବନେଶ୍ବର, 3.2.୨୪ ( ପ୍ରତ୍ୟୁଷା ବ୍ୟୁରୋ) : ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ
Read More...

୩ ରେ ଏନ୍ ଟି ପି ସି ର ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନ ମନ୍ତ୍ରୀ ।

ଭୁବନେଶ୍ବର,୦୧/୦୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରି ୩ରେ ଏନଟିପିସି ଦଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨୮୮୦୦ ମେଗାୱାଚ୍) ଏବଂ ଏନ୍‌ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧୫୨୫୦ ମେଗାଓ୍ବାଟ୍)କୁ ବେଶ
Read More...

୩ ରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ।

ଭୁବନେଶ୍ଵର,୩୧/୦୧( ପ୍ରତ୍ୟୁଷା ବ୍ୟୁରୋ): ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଳିଷ୍ଠ କରିବା ସହ ରାଜ୍ୟ ସରକାର ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜନ କରିଛନ୍ତି l ଏହି ଅବସରରେ ସଂସ୍କୃତିକୁ ମନ୍ତ୍ରୀ, ବିଭାଗୀୟ ସଚିବ
Read More...

ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ ।

ଭୁବନେଶ୍ୱର,୩୧|୧ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ
Read More...

ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭଙ୍ଗୁଭୁ…

ଭୁବନେଶ୍ବର, ଓଡ଼ିଶା (୩୦ ଜାନୁଆରୀ ୨୦୨୪): ( ପ୍ରତ୍ୟୁଷା ବ୍ୟୁରୋ) ଓଡିଶାର ପ୍ରାୟ ୭୦ରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଭୁବନେଶ୍ବରରେ ଏକ ‘ବସ ଯାତ୍ରା’ କରି ସରକାରୀ ପରିବହନ ବସରେ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
Read More...

ଓଡିଶା ପବ୍ଲିକ୍ ପ୍ରୋକିୟର ପ୍ରିଫରେନ୍ସ ପଲିସି ୨୦୨୩ କୁ ଓଡିଶା ଶିଳ୍ପ ସଂଘ ସମୂହର ସ୍ବାଗତ ।

ଭୁବନେଶ୍ବର ୨୭ ଜାନୁଆରୀ ୨୦୧୪ ( ପ୍ରତ୍ୟୁଷା ବ୍ୟୁରୋ) : ୨୪ ଜାନୁୟାରୀ ୨୦୨୪ ରେ ଆମ ରାଜ୍ୟ ସରକାର ଓଡିଶା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ପାଇଁ (ଓଏସଏମଇ) ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧୂକାର ନୀତି ୨୦୨୩ (ଓଡିଶା ପବ୍ଲିକ୍ ପ୍ରୋକ୍ୟାରମେଣ୍ଟ ପ୍ରିଫରେନ୍ସ ପଲିସି ୨୦୨୩କୁ ଲାଗୁ କରିଛନ୍ତି
Read More...