Browsing Tag

Viral news

ଗ୍ରାହକମାନଙ୍କ ପାଇଁ ରୁଚି ମସଲାର ବଡ଼ ପୁରସ୍କାର: ଅନୁଗୋଳ ଗ୍ରାହକଙ୍କୁ କାର୍ ସହିତ ୫ଜଣଙ୍କୁ ଇ-ସ୍କୁଟର ଉପହାର ।…

ଭୁବନେଶ୍ବର, 22.06.24 ( ପ୍ରତ୍ୟୁଷା ବ୍ୟୁରୋ ) :ଦୀର୍ଘ ୪୯ ବର୍ଷ ଧରି ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଏକନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ଫୁଡ୍‌ଲାଇନ୍ ତାର ଗ୍ରାହକମାନଙ୍କୁ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଗୋଟିଏ ମୂଲ୍ୟବାନ କାର ଓ ୫ଟି…
Read More...

ବିଏସକେୱାଇ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ଏକ ସାମାଜିକ ଓ ବୈଧାନିକ ଅପରାଧ : ମନମୋହନ ସାମଲ

ଭୁବନେଶ୍ବର, 5.06.24 ( ପ୍ରତ୍ୟୁଷା ବ୍ୟୁରୋ):ସାଧାରଣ ନିର୍ବାଚନ - ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି…
Read More...

ନିଟ୍ ୟୁଜି ୨୦୨୪ରେ ବାଲେଶ୍ୱରରୁ ଆକାଶ ଏଜୁକେଶ୍ନାଲ ସର୍ଭିସେସ୍ ଲିମିଟେଡର ୫ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ବାଲେଶ୍ଵର, 5.06.24 ( ପ୍ରତ୍ୟୁଷା ବ୍ୟୁରୋ) :ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍…
Read More...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚମକାଇଲେ ଝିଅ

ଭୁବନେଶ୍ବର, 26.06.24 ( ପ୍ରତ୍ୟୁଷା ବ୍ୟୁରୋ):ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି…
Read More...

ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର, ତା.୦୯/୦୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା । ଓଡ଼ିଶାରେ ଦୀର୍ଘ ୨୫ବର୍ଷ ବିଜେଡି ସରକାରରେ ରହିଛି । ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ନମ୍ବରରେ ଅଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ…
Read More...

ନବୀନ ଶାସନରେ ଓଡ଼ିଶା “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ହୋଇଛି : ସଜ୍ଜନ ଶର୍ମା ।

ଭୁବନେଶ୍ୱର, ତା.୦୭/୦୫ ( ପ୍ରତ୍ୟୁଷା ବ୍ୟୁରୋ ) : ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହାର ହିସାବ…
Read More...