Browsing Tag

Today's news

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ।

ଭୁବନେଶ୍ୱର : ୨୯/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ଗୃହରେ ବ୍ୟୟ ମଞ୍ଜୁରୀ ବିଲ ୨୦୨୫ ଗୃହରେ ଆଗତ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଗୃହରେ ଅଧ୍ୟକ୍ଷତା କରି ଏହାକୁ ଆଲୋଚନା ପାଇଁ ସମ୍ମତି ଦେବା ପରେ ବିରୋଧୀ ଦଳ ବିଜେଡି
Read More...

ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର ।

ଭୁବନେଶ୍ୱର : ୨୬/୩/୨୦୨୫ ( ପି ଏନ ଏସ ) ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର, ବାହାରେ ରାଜ ରାସ୍ତାରେ କଂଗ୍ରେସ ଛାତ୍ର ନେତା ରାତି ରହିଲେ, ମହିଳା ସୁରକ୍ଷା ନେଇ କଲେ ପ୍ରତିବାଦ
Read More...

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ…

ଭୁବନେଶ୍ୱର,ତା.୨୨/୦୩ ( ପ୍ରତ୍ୟୁଷା ବ୍ୟୁରୋ ) : ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ
Read More...

ମାର୍ଚ୍ଚ ୨୧ରୁ ସକାଳୁଆ ସ୍କୁଲ ।

୨୦/୩/୨୫( ପ୍ରତ୍ୟୁଷା ବ୍ୟୁରୋ ) ଅପ୍ରେଲ ୨ ନୁହେଁ ଆସନ୍ତା କାଲି ମାର୍ଚ୍ଚ ୨୧ ତାରିଖ ଶୁକ୍ରବାର ଠାରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢେ଼ ୬ ଟା ଠାରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ। ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ଆଜି
Read More...

ବିରୋଧୀଙ୍କ ମୁଲତବୀକୁ ଆଗ୍ରାହ୍ୟ କଲେ ବାଚସ୍ପତି ।

ଭୁବନେଶ୍ୱର ୧୩ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା।ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି
Read More...

ପୂର୍ବାଞ୍ଚଳ ଇଣ୍ଡିଆ ବଜାରକୁ ନେଇ ଉତ୍ସାହୀ ଡାଇକିନ୍ , ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ ।

ଭୁବନେଶ୍ୱର , ୧୨ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଡାଇ କିନ ଇଣ୍ଡଷ୍ଟିଜ ଲିମିଟେଡ, ଜାପାନର ପୂର୍ବ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥୁବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବ୍ୟାପକ
Read More...

ବିଧାନସଭା ପାଲଟିଲା ରଣକ୍ଷେତ୍ର ଉତ୍ତେଜନା ଭିତରେ ଉଦବେଗ

ଭୁବନେଶ୍ୱର : ୧୧/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଓଡ଼ିଶା ବିଧାନସଭା ଅଧିବେଶନ ଆଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ଜୟ ନାରାୟଣଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ ଯାଇଛି। ଏହାକୁ ନେଇ ଗୃହର ବାତାବରଣ ଉତ୍ତେଜନା ପୂର୍ଣ୍ଣ ହୋଇପଡ଼ିଥିଲା।
Read More...

ପଟିଆରେ ଖୋଲିଲା ଜେ ଆଣ୍ଡ ଟି ର ପଞ୍ଚମ ମେଗା ଜୁଏଲାରୀ ଷ୍ଟୋର ।

୦୯/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ କର କମଳ ରେ ଉଦଘାଟିତ ହୋଇଛି। ଷ୍ଟୋରର ସତ୍ଵାଧିକାରୀ ସୁରେଶ ଚୌଧୁରୀ ଏହି ଅବସରରେ ମେୟରଙ୍କୁ ସୋ ରୁମ୍ ବୁଲାଇ ଦେଖାଇଥିଲେ । ଉଦଘାଟନ
Read More...

ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ ପରିଚାଳନା କଲେ ଓଡ଼ିଆ ଆଣବିକ…

ନୂଆଦିଲ୍ଲୀ, ୮ /୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ
Read More...