Browsing Tag

Todays Current news

ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର ।

ଭୁବନେଶ୍ୱର : ୨୬/୩/୨୦୨୫ ( ପି ଏନ ଏସ ) ବିଧାନସଭା ଭିତରେ କଂଗ୍ରେସ ବିଧାୟକ ରାତି ଉଜାଗର, ବାହାରେ ରାଜ ରାସ୍ତାରେ କଂଗ୍ରେସ ଛାତ୍ର ନେତା ରାତି ରହିଲେ, ମହିଳା ସୁରକ୍ଷା ନେଇ କଲେ ପ୍ରତିବାଦ
Read More...

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ…

ଭୁବନେଶ୍ୱର,ତା.୨୨/୦୩ ( ପ୍ରତ୍ୟୁଷା ବ୍ୟୁରୋ ) : ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ
Read More...

ମାର୍ଚ୍ଚ ୨୧ରୁ ସକାଳୁଆ ସ୍କୁଲ ।

୨୦/୩/୨୫( ପ୍ରତ୍ୟୁଷା ବ୍ୟୁରୋ ) ଅପ୍ରେଲ ୨ ନୁହେଁ ଆସନ୍ତା କାଲି ମାର୍ଚ୍ଚ ୨୧ ତାରିଖ ଶୁକ୍ରବାର ଠାରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢେ଼ ୬ ଟା ଠାରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ। ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ଆଜି
Read More...

ବିରୋଧୀଙ୍କ ମୁଲତବୀକୁ ଆଗ୍ରାହ୍ୟ କଲେ ବାଚସ୍ପତି ।

ଭୁବନେଶ୍ୱର ୧୩ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା।ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି
Read More...

ପୂର୍ବାଞ୍ଚଳ ଇଣ୍ଡିଆ ବଜାରକୁ ନେଇ ଉତ୍ସାହୀ ଡାଇକିନ୍ , ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ ।

ଭୁବନେଶ୍ୱର , ୧୨ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଡାଇ କିନ ଇଣ୍ଡଷ୍ଟିଜ ଲିମିଟେଡ, ଜାପାନର ପୂର୍ବ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥୁବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବ୍ୟାପକ
Read More...

ପଟିଆରେ ଖୋଲିଲା ଜେ ଆଣ୍ଡ ଟି ର ପଞ୍ଚମ ମେଗା ଜୁଏଲାରୀ ଷ୍ଟୋର ।

୦୯/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ କର କମଳ ରେ ଉଦଘାଟିତ ହୋଇଛି। ଷ୍ଟୋରର ସତ୍ଵାଧିକାରୀ ସୁରେଶ ଚୌଧୁରୀ ଏହି ଅବସରରେ ମେୟରଙ୍କୁ ସୋ ରୁମ୍ ବୁଲାଇ ଦେଖାଇଥିଲେ । ଉଦଘାଟନ
Read More...

ବିଧାନ ସଭାରେ ବିଜୁ ଝଡ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ ।

ଭୁବନେଶ୍ଵର ୦୭/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ବିଧାନ ସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ହାତରେ ପ୍ଳା କାର୍ଡ ଓ ଦେହରେ ଫେକ୍ସ ଜ୍ୟାକେଟ ପରିଧାନ କରି ଗୃହ ମଧ୍ୟ ଭାଗକୁ ଆସି ନରା
Read More...

“ବିକଶିତ ଭାରତ ” ପାଇଁ ନିରନ୍ତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଜାତୀୟ ସମ୍ମିଳନୀ ।

ଭୁବନେଶ୍ବର, ୬ ମାର୍ଚ୍ଚ ୨୦୨୫ ,( ପ୍ରତ୍ୟୁଷା ବ୍ୟୁରୋ ) : ସିଏସ୍‌ଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ଏବଂ ଏହାର ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଗଠନର ମିଳିତ ସହଯୋଗରେ, "ବିକଶିତ ଭାରତ ପାଇଁ ନିରନ୍ତର ବିଜ୍ଞାନ ଏବଂ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପ୍ରୟାସ ‘ବନତାରା’ ଉଦଘାଟିତ…

ଅହମଦାବାଦ: ୦୪/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପ ବନତାରାକୁ ଉଦଘାଟନ କରିଛନ୍ତି। ଶ୍ରୀ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ସହଯୋଗୀମାନଙ୍କର ସହାନୁଭୂତିଶୀଳ
Read More...