Browsing Tag

Breakingnews

ଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୮.୧୦.୨୦୨୬: ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ ହୋଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ ବିଭାଗ ଓ…
Read More...

ଅର୍ଣ୍ଣବ ପ୍ରଭାବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨୭ ଓ ୨୮ ଅକ୍ଟୋବର ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର : ୨୭/୧୦( ପ୍ରତ୍ୟୁଷା ବ୍ୟୁରୋ )ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋରଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ…
Read More...

ଓଡ଼ିଶାର ଅନୁଗୁଳରେ କିସ୍ନା ପକ୍ଷରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଶୋ’ରୁମ୍ରାଜ୍ୟରେ ଏହାର ୯ମ ସ୍ୱତନ୍ତ୍ର…

ଅନୁଗୁଳ,୨୬/୧୦( ପି ଏନ ଏସ ) : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲରୀ ଅନୁଗୁଳରେ ଅବସ୍ଥିତ ବିକ୍ରମପୁରର ଶଙ୍କର ସିନେମା ରୋଡରେ ଏହାର ନବମ ସ୍ୱତନ୍ତ୍ର ସୋ'ରୁମକୁ ଭବ୍ୟ ଭାବେ ଉଦଘାଟନ କରିବା ଲାଗି ଗର୍ବର ସହିତ ଘୋଷଣା କରିଛି । ହରିକୃଷ୍ଣ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଘନଶ୍ୟାମ ଢୋଲକିଆ…
Read More...

ଲଣ୍ଡନରେ ଦୁର୍ଗାପୂଜା:ଜସ୍ମିନ ଜେନାଙ୍କ ଓଡିଶୀ ନୃତ୍ୟରେ ଦର୍ଶକ ଭାବମୋହିତ

ଲଣ୍ଡନ, ୨୬/୧୦( ପ୍ରତ୍ୟୁଷା ବ୍ୟୁରୋ): ବ୍ରିଟେନରେ ବସବାସ କରୁଥିବା ବଙ୍ଗାଳି ଭାଷାଭାସି ଓ ଭାରତୀୟ ସମୁଦାୟ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ଉତ୍ସବରେ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଜସ୍ମିନ ଜେନା ‘ଶିବ ତାଣ୍ଡବ’ ନୃତ୍ୟ ପରିବେଷଣ କରି ଶତାଧିକ ଭାରତୀୟ ଓ ଲଣ୍ଡନ ବାସୀଙ୍କୁ ଆମୋହିତ…
Read More...

ଇଣ୍ଡିଆ କେମ୍ ୨୦୨୬ରେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ/ଭୁବନେଶ୍ୱର୨୨ ଅକ୍ଟୋବର ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ)ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬' (India Chem 2026) ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ…
Read More...

୨୩ ରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ

ଭୁବନେଶ୍ୱର, 22.10.26 ( ପ୍ରତ୍ୟୁଷା ବ୍ୟୁରୋ ):ଆସନ୍ତା ଅକ୍ଟୋବର ୨୩ ତାରିଖରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ସମ୍ମିଳନୀ କକ୍ଷରେ ଏହା ଆୟୋଜନ ହୋଇଛି। ଓଡିଶା ସରକାରର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ…
Read More...

ବରିଷ୍ଠ ସାମ୍ବାଦିକ ବିଭୁତିପତି ଙ୍କ ପରଲୋକରେ ଓ ଜେ ସି ରାଜ୍ୟ ସଭାପତିଙ୍କ ଶୋକ

ଭୁବନେଶ୍ୱର , ୧୯/୧୦( ପ୍ରତ୍ୟୁଷା ବ୍ୟୁରୋ ):ଏସ.ସି. ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କର ହୃଦଘାତରେ ଦେହାନ୍ତ ହୋଇଅଛି। ବିଭୂତିଙ୍କ ଦେହାନ୍ତରେ ଓଜେସି ସଭାପତି ମହମ୍ମଦ ମୋକିମ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଭୂତି ଜଣେ ଉଚ୍ଚକୋଟିର…
Read More...

ବିୟୋଣ୍ଡ ଦ ସ୍ପଟ୍‌ଲାଇଟ : ଇମା (ଇଇଏମଏ)ପୂର୍ବାଂଚଳ ଦ୍ୱାରା ଓଡ଼ିଶାର ପରଦା ପଛର ଇଭେଂଟ ନାୟକମାନଙ୍କୁ ସମ୍ମାନ ଏବଂ…

ଭୁବନେଶ୍ୱର , ୧୬/୧୦ ( ପ୍ରତ୍ୟୁଷା ବ୍ୟୁରୋ ): ଇଭେଂଟ ଆଣ୍ଡ ଏଂଟରଟେନ୍‌ମେଂଟ ମ୍ୟାନେଜମେଂଟ ଆସୋସିଏସନର (ଇଇଏମଏ) ପୂର୍ବାଚଳ କମିଟି ପକ୍ଷରୁ ଭୁବନେଶ୍ୱରରେ "ବିୟୋଣ୍ଡ ଦ ସ୍ପଟ୍‌ଲାଇଟ୍‌' ନାମକ ଏକ ସ୍ମରଣୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପରଦା ପଛରେ କାମ…
Read More...