Browsing Tag

2026

ବୋଲଗଡ଼ରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

ଖୋର୍ଦ୍ଧା : ୨/୧୦ ( ପ୍ରତ୍ୟୁଷା ବ୍ୟୁରୋ ) ସ୍ୱେଚ୍ଛାସେବୀ ସଂଗଠନ ସାକାର (SAKAR) ଓ କମନ୍ ହେଲଥ୍ (Common Health) ର ମିଳିତ ଉଦ୍ୟମରେ ସେପ୍ଟେମ୍ବର ୨୮ ତାରିଖରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ଡାବରଧୁଆ ପଞ୍ଚାୟତରେ…
Read More...

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ଭୁବନେଶ୍ୱର,୧/୧୦/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥାନ୍ତି। ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ଲାଗି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି…
Read More...

ପ୍ରତିଟି ବଲ୍‌ ପଛରେ ଅଦୃଶ୍ୟ ପରିଶ୍ରମ: ବର୍ଷା ମଧ୍ୟରେ ବାରବାଟୀର ଗ୍ରାଉଣ୍ଡ ଷ୍ଟାଫ୍

କଟକ, 29 09.26 ( ପ୍ରତ୍ୟୁଷା ବ୍ୟୁରୋ ): ବର୍ଷା ଯେତେବେଳେ କ୍ରିକେଟ୍ ମ୍ୟାଚ୍‌କୁ ଅଟକାଇ ଦିଏ, ସେତେବେଳେ ବାରବାଟୀ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ପାଇଁ ଆରମ୍ଭ ହୁଏ ସମୟ ସହ ଏକ ଦୌଡ଼। ଖେଳାଳି ଓ ଦର୍ଶକମାନେ ପାଗ ସ୍ୱାଭାବିକ ହେବାକୁ ଅପେକ୍ଷା କରୁଥିବା ବେଳେ, ଗ୍ରାଉଣ୍ଡସମ୍ୟାନମାନେ…
Read More...

ବାରବାଟୀରେ ଓଡ଼ିଶା ଟି-୨୦ ଲିଗ୍‌ ପ୍ରଦର୍ଶନୀ ମ୍ୟାଚ୍‌: ଓସିଏ ମହିଳା ବ୍ଲୁର ୭ ୱିକେଟ୍‌ରେ ବିଜୟ

କଟକ, ସେପ୍ଟେମ୍ବର ୨୯ (ପ୍ରତ୍ୟୁଷା ବ୍ୟୁରୋ): ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍ ଟ୍ରଫି ଅବସରରେ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଆୟୋଜିତ ମହିଳା ପ୍ରଦର୍ଶନୀ ମ୍ୟାଚ୍‌ରେ ଓସିଏ ମହିଳା ବ୍ଲୁ, ଓସିଏ ମହିଳା ଗ୍ରୀନ୍‌କୁ ୭…
Read More...

ବେଦାନ୍ତ ଆଲୁମିନିୟମ ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୯/୨୦୨୬ : ( ପ୍ରତ୍ୟୁଷା ବ୍ୟୁରୋ )ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା…
Read More...

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,22.09.26 ( Pratyusha Bureau ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳ ବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପୂର୍ବାର୍ହ ୧୧ରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ…
Read More...

କଳା ମନ୍ଦିରର ମ୍ୟାନେଜିଂ ପାର୍ଟନର ରାଜିନ୍ଦର୍ ସିଂ ଟାଇମ୍ସ ଆଇକନ୍ ଅଫ୍ ଓଡିଶା -୨୦୨୬ ସମ୍ମାନରେ ହେଲେ ସମ୍ମାନିତ

ଭୁବନେଶ୍ୱର : ୨୨ /୯/୨୦୨୬( ପ୍ରତ୍ୟୁଷା ବ୍ୟୁରୋ )କଳାମନ୍ଦିରର ମ୍ୟାନେଜିଂ ପାର୍ଟନର ରାଜିନ୍ଦର ସିଂଙ୍କୁ ଶା ଢ଼ୀ,ପୋଷାକ ଓ ଫ୍ୟାସନ୍ଆସେସରିଜ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ପ୍ରତିଷ୍ଠିତ “ଟାଇମ୍ସ ଆଇକନ୍‌ଅଫ୍ ଓଡିଶା-୨୦୨୬” ପୁରସ୍କାରରେ ସମ୍ମାନିତ କରାଯାଇଛି ।…
Read More...

ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ ଅଧିକାରୀ

ଭୂବନେଶ୍ବର ,୨୧/୯/୨୦୨୬( ପି ଏନ୍ ଏସ ): ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ଏଚଏଓ)ର ନିର୍ବାଚନ ତଦାରଖ କରିବା ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି । ଅନେକ ଜିଲ୍ଲା ୟୁନିଟ୍‌ର ଗଠନ ଓ ପ୍ରଶାସନିକ ପରିଚାଳନା ସମ୍ପର୍କିତ ଗୁରୁତର ପ୍ରଶ୍ନଉପରେ ସେ ହକି…
Read More...