୧୭ ରେ କଳିଙ୍ଗ ଷ୍ଟାଡିୟମ ରେ ଉମଙ୍ଗ ଯୁବ ଉତ୍ସବ ୨୦୨୬

0 15

ଭୁବନେଶ୍ୱର, 15.11.26 ( ପ୍ରତ୍ୟୁଷା ବ୍ୟୁରୋ) : ଆସନ୍ତା ୧୭ ତାରିଖ ରେ ଆନ୍ତର୍ଜାତୀୟ ଛାତ୍ର ଦିବସ ଅବସରରେ ଆଧ୍ୟାତ୍ମିକ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର କଳିଙ୍ଗ ଷ୍ଟାଡିୟମରେ ଉଦବୋଧନ ଦେଵେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଗୁରୁ ଦେବ ଙ୍କ ଆଶୀର୍ବଚନ ଗ୍ରହଣ କରିବେ। ଆର୍ଟ ଅଫ ଲିଭିଂ ଦ୍ୱାରା ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ

Leave A Reply

Your email address will not be published.