Browsing Tag

pratyushanews

କଳିଙ୍ଗ ବ୍ଲାକ ଟାଇଗର୍ସ ପକ୍ଷରୁ ଓଡ଼ିଶାର ମାଜେଷ୍ଟିକ ବ୍ଲାକ ଟାଇଗର୍ସର ପ୍ରତିକୃତି ଜର୍ସି ଓ ମାସ୍କଟ ଉନ୍ମୋଚନ

ଭୁବନେଶ୍ଵର : ୭/୬/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦେଶରେ ରଗ୍‌ବି ପ୍ରିମିୟର ଲିଗ୍ ଉଦଘାଟନ ସହିତ ଭାରତ ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ କରିବାକୁ ଯାଉଥିବାବେଳେ ନିଗର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାହାର ଆନୁଷ୍ଠାନିକ ଜର୍ସି ଏବଂ ମାସ୍କଟକୁ
Read More...

୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୦୬ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ରାଜ୍ୟ ସରକାର ଆସନ୍ତା ୧୨ ତାରିଖରେ ଏକ ବର୍ଷ ପୂର୍ତ୍ତି ପାଳନ କରିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ମୋଟ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନ ହେବ ତୀବ୍ରତର ।

ଭୁବନେଶ୍ୱର, ୦୫ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାର ଠାରୁ କିଛି କମ ନୁହେଁ। ଅଣ ଓଡ଼ିଆ ଠିକାଦାର ପ୍ରୀତି ଏ ସରକାର ବୁଡି ରହିଛି। ଛୋଟିଆ କାମ ଗୁଡିକୁ ଯୋଡି ମେଗା କାମ ଭାବରେ ଅଣ ଓଡ଼ିଆ
Read More...

ସ୍ବସ୍ତିକ ସାଟିଟେସନର ସୋ ରୁମ୍ ଉଦଘାଟିତ ।

ଭୁବନେଶ୍ୱର : ୦୫ ଜୁନ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ସ୍ଵସ୍ତିକ ସାନିଟେସନର ଅତ୍ୟାଧୁନିକ ସୋ ରୁମ ଉଦଘାଟିତ ହୋଇଯାଇଛି। ଏହାର ପ୍ରତିଷ୍ଠାତା ବଛରାଜ ବେତାଲାଙ୍କ ନେତୃତ୍ଵରେ ୧୯୯୪ ମସିହାରେ ଆରମ୍ଭ ହୋଇଥ‌ିବା ଏହି ଯାତ୍ରାରେ ଏହା ଏକ ଅସାଧାରଣ ମାଇଲଖୁଣ୍ଟ । ବାଥରୁମ ଫିଟିଙ୍ଗସ ଏବଂ ସାନିଟାରୀ
Read More...

ଗଣ ସଚେତନତା ପାଇଁ ବିଶ୍ୱ ପରିବେଶ ଦିବସ ଅବସରରେ ବ୍ୟାଙ୍କ ଅଫ୍ ବରୋଦା ଏବଂ ବିଏମ୍‌ସି ପକ୍ଷରୁ ପ୍ରୟାସ ।

ଭୁବନେଶ୍ବର: ୦୫ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ବ୍ୟାଙ୍କ ଅଫ୍ ବରୋଦା ଏବଂ ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନର ମିଳିତ ସହଯୋଗରେ ବିଶ୍ଵ ପରିବେଶ ଦିବସ-୨୦୨୫ ଭୁବନେଶ୍ଵରସ୍ଥିତ ୟୁନିଟ୍-୨ ମାର୍କେଟ ବିଲଡିଂ ଠାରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ ପ୍ଲାଷ୍ଟିକ ପ୍ରଦୂଷଣକୁ
Read More...

ରଜ ପାଇଁ ସ୍ମାର୍ଟ ବଜାର ପକ୍ଷରୁ ଆକର୍ଷଣୀୟ ଅଫର ଏବଂ କାର୍ଯ୍ୟକ୍ରମ ଆରମ୍ଭ ।

ଭୁବନେଶ୍ୱର, ୦୩ ଜୁନ ୨୦୨୫, ( ପ୍ରତ୍ୟୁଷା ନ୍ୟୁଜ ): ନାରୀତ୍ୱର ସମ୍ମାନରେ ପାଳନ କରାଯାଉଥିବା ଓଡିଶାର ସବୁଠାରୁ ପ୍ରିୟ ଉତ୍ସବ ରଜ ପର୍ବ ପାଳନ କରିବା ପାଇଁ ରିଲାଏନ୍ସ ରିଟେଲର ଏକ ଅଗ୍ରଣୀ ଖୁଚୁରା ଗନ୍ତବ୍ୟସ୍ଥଳୀ ସ୍ମାର୍ଟ ବଜାର ପକ୍ଷରୁ ଏକାଧିକ ପାର୍ବଣ ଅଫର ଓ ଇନ୍‌-ଷ୍ଟୋର
Read More...

ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ ।

ଭୁବନେଶ୍ଵର : ୦୧ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ପୂର୍ବ ଭାରତର ପ୍ରିମିୟମ ହୋମ ଡେଷ୍ଟିନେଶନ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ ଭୁବନେଶ୍ଵରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ଵବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା
Read More...

ଏମ ଡି କ୍ରଏସନ ଓ ଗ୍ରୁପ ପକ୍ଷରୁ କ୍ୟାନ୍ସର ସଚେତନତା ଅଭିଯାନ

ଭୁବନେଶ୍ବର , ପ୍ରତ୍ୟୁଷା ନିୟୁଜ, ୨୫ ମଇ ୨୦୨୫ ( ପି ଏନ ଏସ ) ରୋଟାରି ଭବନ, ଭୁବନେଶ୍ବର ଠାରେ ଏକ ବିଶେଷ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଏମ ଡି କ୍ରିଏସନ ଓ ଗ୍ରୁପ ତରଫରୁ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ମଧ୍ୟରେ କ୍ୟାନ୍ସର ସମ୍ପର୍କରେ
Read More...