ଭରତପୁର ଷ୍ଟୁଡ଼ିଓ ଛକରେ ଖୋଲିଲା ସୋମୁ ମଲ୍ଟି ରେଷ୍ଟୋ

0 99

ଭୁବନେଶ୍ୱର : ୧୦/୧୧( ପ୍ରତ୍ୟୁଷା ବ୍ୟୁରୋ )

ରବିବାର ସଂଧ୍ୟାରେ ଭରତପୁର ଷ୍ଟୁଡିଓ ଛକ ରେ ଖୋଲିଯାଇଛି ସୋମୁ ମଲ୍ଟି cuisine resto. ଏହି ମଲ୍ଟି ରେଷ୍ଟ ରାଣ୍ଟ ରେ ଲାଇଭ ସଂଗୀତ ସହିତ ସୁଦୁଷ୍ଟିଷ୍ଟ ଖାଦ୍ୟ ର ଭଣ୍ଡାର ରହି ଅଛି ନିଜ ପରିବାର ସହିତ ଥରେ ଆସି କି ଭୁଲି କି ଯାଉନ୍ତୁ ଏକ ରଙ୍ଗୀନ ପରିବେଶ ରେ ହୋଟେଲ କୁ ସଜେଇ ହେଇ ଥିବା ବେଳେ ଖୁବ କମ ଖର୍ଚ୍ଚ ରେ ଖାଦ୍ୟ ର ମଜା ଉଠେଇ ପାରିବେ ବୋଲି ବୋଲି ସୋମୁ ମଲ୍ଟି ରେଷ୍ଟରାଣ୍ଟ ର ପ୍ରତିଷ୍ଠାତା ଉଦୟକର ସାହୁ କହିଥିଲେ।ଏଠାରେ ଇଣ୍ଡିଆନ. ଚାଇନିଜ. ସାଉଥଇଣ୍ଡିଆନ. ଏମିତିକି ବିଦେଶୀ ଖାଦ୍ୟ ମଧ୍ୟ ଅଡ଼ର କରି ସୁଲଭ ମୂଲ୍ୟରେ ଖାଇ ପାରିବେ ।ଏହାର ଭିତର ଡିଜାଇନ୍ ବହୁତ ବଢିଆ ହେଇଛି ଯେଉଁଠି ସାଙ୍ଗସାଥୀ ଓ ପୁରା ପରିବାର ବସି ଖାଇବା ସହିତ ସୁନ୍ଦର ଫଟୋ ଭିଡ଼ିଓ ବି ସୁଟିଂ କରିପାରିବେ । ଏହି ରେଷ୍ଟୁରାଣ୍ଟ ରେ ଲାଇଭ ମ୍ୟୁଜିକ ର ଆନନ୍ଦ ବି ନେଇପାରିବେ।

Leave A Reply

Your email address will not be published.