କଳିଙ୍ଗ ଷ୍ଟାଡିୟମରେ ଚମକିଲା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ମହିଳା ହକି ପ୍ରଦର୍ଶନୀ ମ୍ୟାଚ ।

0 83

ଭୁବନେଶ୍ୱର : ୨୪ /୧୦( ପ୍ରତ୍ୟୁଷା ବ୍ୟୁରୋ )

କଳିଙ୍ଗ ଷ୍ଟାଡିୟମରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମ୍ୟାଚ ଚମକିଛି। ମ୍ୟାଚକୁ ୟୁ ଵି ଆଇ ପରିବାର ଭରପୁର ଉପଭୋଗ କରିଛନ୍ତି। ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ବର୍ଣ୍ୟଢ଼ ମ୍ୟାଚକୁ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ୟୁନିଅନ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବ୍ୟାଙ୍କର ମହିଳା ଟିମ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଖେଳ ପାଇଁ ଘୋଷଣା ହୋଇଥିଲା। ମୁଖ୍ୟଅତିଥିଙ୍କ ଉପସ୍ଥିତିରେ ମ୍ୟାଚ ଆରମ୍ଭ ହେବା ପରେ ଷ୍ଟାଡିୟମ ଦର୍ଶକଙ୍କ ତାଳିରେ ଉଛୁଳି ପଡିଥିଲା।

Leave A Reply

Your email address will not be published.