ଜ୍ୟୋତିଷ ଗଣନା ଏବଂ ଶାସ୍ତ୍ରୀୟ ମତେ ଅକ୍ଟୋବର ୨୧ରେ ଦୀପାବଳୀ ପାଳନୀୟ ସର୍ବୋତ୍ତମ : ଜ୍ୟୋତିର୍ବିତ ଦିବାକର ମିଶ୍ର ।

0 137

ଭୁବନେଶ୍ୱର : ୧୭/୧୦( ପ୍ରତ୍ୟୁଷା ବ୍ୟୁରୋ )

ଭାରତୀୟ ପର୍ବ ମାନଙ୍କ ମଧ୍ୟରୁ ସର୍ବଭାରତରେ ପାଳିତ ହେଉଥିବା ପର୍ବପର୍ବାଣୀ ଉତ୍ସବ ମଧ୍ଯରେ ଦୀପାବଳୀ ଅନ୍ୟତମ।ଏହା ଶ୍ରୀ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ,ଶ୍ରୀ କୃଷ୍ଣଙ୍କ ଦରକାସୁର ବଦ୍ଧ, ଶ୍ରୀ ଲକ୍ଷ୍ମୀ ଗଣେଶ କୁବେର ପୁଜା, ନବ ବର୍ଷରଭାରତ ଉତ୍ସବ ପାଳନ, ପିତୃ ପୁରୁଷକୁ ଶ୍ରାଦ୍ଧ ଅର୍ପଣ, ବଡ଼ବଢୁଆ ତାକ, ପୟାଶ୍ରାଦ୍ଧ ସହିତ ଦେବାଦେବୀ ଏବଂଶିଶୁପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଆଦି ଅନେକ ଧାର୍ମିକ ଅନୁଷ୍ଠାନ ପ୍ରଥା ପରମ୍ପରା ଶାସ୍ତ୍ରୋକ୍ତ ମତେ ପାଳିତ ହୋଇଥାଏ।ବିଶେଷ କରି ଉତ୍କଳ ପ୍ରଦେଶ ଓଡ଼ିଶା ତଥା ଭାରତର କିଛି ସ୍ଥାନରେ ଦୀପାବଳୀକୁ ମୁଖ୍ୟତଃ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣବଢୁଆ ଡ଼ାକ,ଚଉରା ପୂଜା ଏବଂ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହିତ ପିତୃପୁରୁଷ ଏବଂ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ପାଳିତ ହୁଏ।ଶିଶୁପୁତ୍ଵ ଶିଶୁମାନ ବା ଆଶ୍ୱିନ କୃଷ୍ଣପକ୍ଷରେ ପିତୃଲୋକ ପରିତ୍ୟାଗକରି ଧରାବତାରଣ କରନ୍ତି ଏବଂ କାର୍ତ୍ତିକଅମାବାସ୍ୟାବର ପୁନଶ୍ଚ ଦିଶୁଲୋକ ପ୍ରତ୍ୟାବତ୍ତନ କରନ୍ତିଚଳିତ ୨୦୧୫ ମସିହା ଆଦର ତାରିଖ ସୋମବାର ଦିବାର୩୪୫ ଠାରୁ କାର୍ତ୍ତିକ ଅମାବାସ୍ୟା ତିଥୁ ପ୍ରାରମ୍ଭହୋଇ ତା୨୧ରିଖମଙ୍ଗଳବାର ସଂଧ୍ୟା ଗଞ୍ଜାମିନିଟ୍‌ ପର୍ଯ୍ୟନ୍ତ ବ୍ୟାପ୍ତ ହେଉଅଛି । ଚାରିଖରେ ସୂର୍ଯ୍ୟାପ୍ତ ସଂଧ୍ୟା ଘ୫୧୮ ମିନିଟ୍‌ରେ ହେଉଅଛି।ଅର୍ଥାତ୍ ବା୨୦ରିଖ ସୋମବାର ଅମାବାସ୍ୟା ତିଶ୍ଵ ଅପରାହ୍ନ, ପ୍ରଦୋଷ (ସଂଧ୍ୟା ସମୟ) ଏବଂ ରାତ୍ରି ବ୍ୟାପିନୀ ରହିଥୁବାଦୂରାଇବର ରାତ୍‌ରିର ପ୍ରଙ୍ଗଳବାର ଅମାବାସ୍ୟା ତିଥୁ ସୂର୍ଯ୍ୟୋଦୟ କାନକୁ, ମଧ୍ୟାହ୍ଣ, ଅପରାହ୍ନ, ସାୟାହ୍ଣ ଏବଂ ପ୍ରଦୋଷ କାଳକୁଶାସ୍ତ୍ର ଉତରେ ଉଇଦିନ ପ୍ରଦୋଷ କାଳକୁ ଅମାବାସ୍ୟା ରହୁଥିଲେ କେବଳ ଦ୍ଵିତୀୟ ଦିବସରେ ଦୀପ ପ୍ରଜ୍ଜ୍ଵଳନ, ପୟାଶ୍ରାଦ୍ଧ,ସଂଧ୍ୟାରେ ବଡ଼ବଢ଼ୁଆ କାକ ଏବଂ ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଆଦି ହେବା ବିଧେୟୀଭାରତର ଅନେକ ଶାସ୍ତ୍ରୀୟ ପ୍ରାମାଣିକ ଗ୍ରନ୍ଥ ଯଥା ନିଶ୍ଚିୟ ସିନ୍ଧୁ, ଧର୍ମ ସିନ୍ଧୁ ଆଦି ଗ୍ରନ୍ଥ ଏବଂ ଓଡ଼ିଶାର ଅନେକ ପ୍ରଚଳିତ ଅଛି ଏଣୁ ୨୧ ତାରିଖରେ ଦୀପାବଳି ପାଳନ ସର୍ବୋତ୍ତମ।

Leave A Reply

Your email address will not be published.