ନଭେମ୍ବର ୩ୟ ସପ୍ତାହରେ ଶେଷ ହେବ ରାସନ କାର୍ଡ କେ ୱାଇ ସି

0 58

ଭୁବନେଶ୍ୱର : ୦୨/୧୧( ପ୍ରତ୍ୟୁଷା ବ୍ୟୁରୋ )ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କ ମଧ୍ୟରେ କେ ୱାଇ ସି କୁ ନେଇ ଲାଗି ରହିଥିବା ଦ୍ଵନ୍ଦକୁ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୂର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକିୟା ଶେଷ କରାଯିବ। ଯେଉଁ ବ୍ୟକ୍ତି ଦେଶର ନାଗରିକ ନୁହନ୍ତି ସେମାନଙ୍କୁ ରାସନ କାର୍ଡ ଦିଆଯିବ ନାହିଁ। କେ ୱାଇ ସି ପ୍ରକ୍ରିୟା ଶେଷ ହେବା ପରେ ଶୀଘ୍ର ନୂଆ ରୂପରେ ରାସନ କାର୍ଡ ଦିଆଯିବ।

Leave A Reply

Your email address will not be published.