ବିଜେଡି ସଦସ୍ୟତା ଗ୍ରହଣ କଲେ ପଣ୍ଡିଆନ ।

0 114

ଭୁବନେଶ୍ଵର ୨୭/୧୧ ( ପ୍ରତ୍ୟୁଷା ବ୍ୟୁରୋ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନବୀନ ନିବାସରେ ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି l ଏହି ଅବସରରେ ତାଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳର ବ୍ୟାଚ ପିନ୍ଧାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ମିଶ୍ରଣ ପର୍ବ ଅବସରରେ ଦଳର ବହୁ ନେତ୍ରୁବୃନ୍ଦ ଉପସ୍ଥିତ ଥିଲେ l ଆଜି ଭୋର ସମୟରେ ଭି କେ ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ଦର୍ଶନ କରିଥିଲେ l

Leave A Reply

Your email address will not be published.