ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ।

0 220

ଭୁବନେଶ୍ଵର ୧୮/୧୦ ( ପ୍ରତ୍ୟୁଷା ନ୍ୟୁଜ): ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସ ନିଯୁକ୍ତ ହୋଇଛନ୍ତି l ରାଷ୍ଟ୍ରପତି ଭବନରୁ ଶ୍ରୀ ଦାସଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ଶ୍ରୀ ଦାସ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ସଫଳତା ସହ କାର୍ଯ୍ୟ କରିଥିଲେ l ଏବେ ସେ ବିଜେପି ର ଜାତୀୟ ଉପସଭାପତି ଅଛନ୍ତି।

Leave A Reply

Your email address will not be published.