ଭୁବନେଶ୍ୱରରେ ରାଜଯୋଗିନୀ ଉଷା ଦିଦିଙ୍କ ପ୍ରବଚନ

0 375

ଭୁବନେଶ୍ୱର 4/5( ପ୍ରତ୍ୟୁଷା ନ୍ୟୁଜ ):
ଶ୍ରୀମଦ ଭଗବତ ଗୀତାରେ ଅଗାଧ ଜ୍ଞାନ ଅର୍ଜନ କରିଥିବା ମାଉଣ୍ଟ ଆବୁର ଆନ୍ତର୍ଜାତୀୟ ପ୍ରବଚିକା ରାଜଯୋଗିନୀ ଉଷା ଦିଦି ଭୁବନେଶ୍ୱର ପୋଖରୀପୁଟଠାରେ ପ୍ରବଚନ ଦେବେ l ଫରେଷ୍ଟପାର୍କ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଵି ଲିନା ଭଉଣୀ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଏହା ଚଳିତ ମଇ 7 ତାରିଖରୁ ଆରମ୍ଭ ହେଇ ମଇ 9 ତାରିଖ ପର୍ଯ୍ୟନ୍ତ ଚାଲିବ l

Leave A Reply

Your email address will not be published.