ବିଜୁ ବାବୁଙ୍କୁ ରାଜ୍ୟବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0 148

ଭୁବନେଶ୍ୱର 17/4 ପ୍ରତ୍ୟୁଷା ବ୍ୟୁରୋ
ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ରାଜ୍ୟବାସୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ତାଙ୍କ ପିତାଙ୍କ ସ୍ମୃତି ଚାରଣକରି ମାଲ୍ୟାର୍ପଣ କରିଥିଲେ l ବିଜେଡି ପାର୍ଟି ପକ୍ଷରୁ ରାଜ୍ୟବ୍ୟାପି ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଇଥିଲା l

Leave A Reply

Your email address will not be published.