ଜୁନ 6ରୁ ଗ୍ରୀଷ୍ମଛୁଟି

0 156

ଭୁବନେଶ୍ୱର 16/4( ପ୍ରତ୍ୟୁଷା ନ୍ୟୁଜ ):
ରାଜ୍ୟ ସରକାର ଆଜି ଜୁନ 6ରୁ 16 ତାରିଖ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି l ଏହା ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକ ପାଇଁ କାର୍ଯ୍ୟକାରୀ ହେବ l ତେବେ ଚଳିତ ବର୍ଷ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଶିକ୍ଷା ବର୍ଷ କେବେଠାରୁ ଆରମ୍ଭ ହେବ ତାହା ସରକାର ସ୍ପଷ୍ଟ କରିନାହାନ୍ତି l

Leave A Reply

Your email address will not be published.