OPSC Assistant Section Officer (ASO) official exam date out

0 151

Bhubaneswar,20/08/22 (Pratyusha Bureau):

ଭୁବନେଶ୍ୱର 20/8 ପ୍ରତ୍ୟୁଷା ନ୍ୟୁଜଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ହେବାକୁ ଥିବା ଏ ଏସ ଓ ପରୀକ୍ଷା ଚଳିତ ଅଗଷ୍ଟ 27 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ l ଆଜି ଏ ନେଇ କମିଶନ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି l ବନ୍ୟା ପାଇଁ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା l ଏବେ ସ୍ୱାଭାବିକ ଅବସ୍ଥା ଫେରିବା ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି l

Leave A Reply

Your email address will not be published.