ଵି.ଏମ.ସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

0 334

ଭୁବନେଶ୍ବର,9/04( ପ୍ରତ୍ୟୁଷl ବ୍ୟୁରୋ):ବି. ଏମ. ସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ l ଭୁବନେଶ୍ୱର ମହାନଗର ନିଗମ ର ପ୍ରଶାସନିକ ଅଧିକାରୀ ଆଇ ଏ ଏସ ସଂଗ୍ରାମଜୀତ ନାୟକ ନୂଆ ମେୟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଏହା ପରେ ସମସ୍ତ କର୍ପୋରେଟର ମାନେ ଶପଥ ପାଠ ସମୂହ କରିଥିଲେ l ଶପଥ ଗ୍ରହଣ ଉତ୍ସବ ପରେ ଡେପୁଟି ମେୟର ଭାବେ ନିର୍ବାଚନ ହୋଇଥିଲା l

ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୱାର୍ଡ ନମ୍ବର ବାଇଶିର କର୍ପୋରେଟ ପାର୍ଥୀ ମଞ୍ଜୁ ଲତା କହ୍ନର l 4232 ଖଣ୍ଡ ଭୋଟ ସବୁଠାରୁ ଅଧିକ ଭୋଟ ସେ ନିର୍ବାଚନରେ ପାଇଥିଲେ l

Leave A Reply

Your email address will not be published.