ରାଜରାସ୍ତାରେ କଙ୍ଗାରୁ

0 272

ଦକ୍ଷିଣ ଆଫ୍ରିକାର ବନାଞ୍ଚଳେ ସାଧାରଣତଃ କଙ୍ଗାରୁ ମାନେ ଦେଖାଯାନ୍ତି l ଏଣୁ ଦକ୍ଷିଣ ଆଫ୍ରିକାକୁ କଙ୍ଗାରୁର ଦେଶ ବୋଲି କୁହାଯାଏ l ମାତ୍ର ଭାରତର ଜାତୀୟ ରାଜପଥରେ କେହି କଙ୍ଗାରୁ ଦେଖେ , ତେବେ ଯେକେହି ଆଶ୍ଚର୍ଯ୍ୟ ହେବେ l କିନ୍ତୁ ଏଭଳି ଏକ ଘଟଣା ଦେଖାଯାଇଛି ଟାଟା କେଜିପି ରାଜରାସ୍ତାରେ ଯାହା ପଶ୍ଚିମବଙ୍ଗ ଝାରଗ୍ରାମର ୨୫କିଲୋମିଟର ଦୂରରେ ଅବସ୍ତିତ l

Leave A Reply

Your email address will not be published.