ଉତ୍କଳ ଟାଇକୁନ୍ସ ଆୱାର୍ଡ ଓ୍ଵିଥ ଭୁବନେଶ୍ୱର ରନୱେ-ଓ୍ଵିକ ରାମ୍ପରେ ଚାଲିଲେ ଭୂମିକା ଓ ଆକାଶ

0 257

ଭୁବନେଶ୍ୱର 16/05 ( ପ୍ରତ୍ୟୁଷା ନ୍ୟୁଜ ) :
ଇପାରି ସଦାଶିବ ଜ୍ୱଏଲର୍ସ ଅବଦାନ ଭୁବନେଶ୍ୱର ରନ ୱେ ଓ୍ଵିକ ସିଜିନ 6ରେ ଆୟୋଜିତ ଏକ ଉଚ୍ଚ କୋଟିର ରାମ୍ପ ସୋ ରେ ଚାଲିଛନ୍ତି ଓଲିଉଡ଼ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଆକାଶ ଏବଂ ଭୂମିକା l

ପ୍ରିୟା ମହାପାତ୍ର ଓ ଗ୍ରୁପ ସଂଯୋଜନାରେ ଏହି ସୋ ଦର୍ଶକଙ୍କ ମନ ମୋହିଥିଲା l

Leave A Reply

Your email address will not be published.