Browsing Category

ଦେଶ ବିଦେଶ

କିମାଶ୍ଚର୍ଯ୍ୟମ୍ ଜିଶାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର 3/7 (ପ୍ରତ୍ୟୁଷା ନ୍ୟୁଜ):କୁନି ଝିଅ ଜିଶା ବୟସ ମାତ୍ର ତିନି ବର୍ଷ ସାତ ମାସ କଥା କହୁଛି ଅନର୍ଗଳ I ସଂସ୍କୃତ ଶ୍ଳୋକ ଠୁ ଆରମ୍ଭ କରି ସାଧାରଣ ଜ୍ଞାନ, ଦେଶ ବିଦେଶର ଧାରଣା ଯାହା କିମ୍ୱାଶ୍ଚର୍ଯ୍ୟମ୍ I ଏହି ବୟସରେ ଜିଶା ଇଣ୍ଡିଆ ଵୁକ ଅଫ ରେକର୍ଡସ 2022ରେ ସ୍ଥାନ ପାଇଛନ୍ତି I ଏଣୁ
Read More...

ଦେଶ ବିଦେଶରେ ରଥଯାତ୍ରା

ଭୁବନେଶ୍ୱର 3/7ପ୍ରତ୍ୟୁଷା ବ୍ୟୁରୋଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ପାଇଁ ବିଶ୍ୱ ପ୍ରସିଦ୍ଧ ମାତ୍ର ପୁରୀ ବ୍ୟତୀତ ବିଶ୍ୱର ବହୁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୁଏ I ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ନିଜ ଜନ୍ମଭୂମିର ମୋହ ଦୂର କରି ନ ପାରି ରଥଯାତ୍ରା ଆୟୋଜନ କରିଥିଲେ I
Read More...

ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ

ନୂଆଦିଲ୍ଲୀ 23/6 (ପ୍ରତ୍ୟୁଷା ବ୍ୟୁରୋ):ଏନ ଡି ଏ ର ରାଷ୍ଟ୍ରପତି ପ୍ରାଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନ୍ରେ ନୂଆଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରିଛନ୍ତି I ଆସନ୍ତାକାଲି ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାଥୀପତ୍ର ଦାଖଲ କରିବେ I ତାଙ୍କ ନାମାଙ୍କନ
Read More...