Browsing Category
ଓଡିଶା
ଏକ୍ସ ଆଇ ଏମ୍ ବି ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।
ଭୁବନେଶ୍ବର, 20.04.24 ( ପ୍ରତ୍ୟୁଷା ବ୍ୟୁରୋ):
ଜଟଣୀ ନୂଆ କ୍ୟାମ୍ପସରେ ଏକ୍ସ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି l ଟାଟା କେମିକାଲସ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର ମୁକୁନ୍ଦନ୍!-->!-->!-->!-->!-->…
Read More...
Read More...
ରୁନୟ ପକ୍ଷରୁ ଝାରସୁଗୁଡ଼ାରେ ଅତ୍ୟାଧୁନିକ କ୍ୟାଲସିୟମ ଆଲୁମିନିୟମ ପ୍ଲାଣ୍ଟ ଉଦଘାଟିତ ।
ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଝାରସୁଗୁଡାରେ ଏହାର ଅତ୍ୟାଧୁନିକ କ୍ୟାଲସିୟମ୍ ଆଲୁମିନିଟ୍ ପାଂଟର ଉଦଘାଟନ ଘୋଷଣା କରିଛି । ଶିତାଂଚଳରେ ପରିବେଶ ନେତୃତ୍ବ ତଥା ବୈଷୟିକ ପ୍ରଗତି ଦିଗରେ ରୁନାୟାର ଯାତ୍ରାରେ ଏହି ଉନ୍ମୋଚନ ଏକ ପ୍ରମୁଖ ମୁହୂର୍ତ ଅଟେ । ଏହାର!-->…
Read More...
Read More...
ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଶରେ ସଦଭାବନା ବାଜୟ ରହୁ: କ୍ରାନ୍ତି ଇଂଡିଆ
ଭୁବନେଶ୍ଵର: ୧୬ ଏପ୍ରିଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି l ଏହି ସମୟର୍ ଦେଶ ପାଇଁ ଶାନ୍ତି ସଦଭାବନା ଜରୁରୀ ଅଟେ l ଏଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସିକ ବ୍ୟବସ୍ଥା ପର୍ଯ୍ୟନ୍ତ ସତର୍କ ରହିବାକୁ!-->…
Read More...
Read More...
କଂଗ୍ରେସରୁ ସୁର ରାଉତରାୟ ବହିଷ୍କୃତ ।
ଭୁବନେଶ୍ଵର: ୧୫ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଜଟଣୀର ଆସିନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି l ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଏ ଆଇ ସି ସି ସଭାପତି ବିଦା କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ ସୁରଙ୍କ!-->…
Read More...
Read More...
୧୭ ରୁ ୧୦ ଦିନ ଝାରପଡ଼ା ଗାଁ ଶ୍ରୀରାମ ଲୀଳା ।
ଭୁବନେଶ୍ୱର ୧୩ ଅପ୍ରେଲ ( ପ୍ରତ୍ୟୁଷା ବ୍ୟୁରୋ ) : ଓଁ ଶ୍ରୀ ଶ୍ରୀ ସ୍ୱପନେଶ୍ୱର ଦେବ ଶ୍ରୀ ରାମଲୀଳା ପ୍ରଚାର ସମିତି ଝାରପଡା ଗାଁରେ ୧୦ ଦିନ ପର୍ଯ୍ୟନ୍ତ ରାମ ଲୀଳା ହେବ l ଆଜକୁ ୩୭ ବର୍ଷ ଧରି ପ୍ରତି ବର୍ଷ ରାମ ଲୀଳା ହେଉଛି l ଏହି ସାଂସ୍କୃତିକ ଅନୁଷ୍ଠାନ ଭାଇଚାରା ମାଧ୍ୟମରେ ଏହି ଉତ୍ସବ!-->…
Read More...
Read More...
Daikin Centre of Excellence (CoE) at Bhubaneshwar, Odisha Now.
Bhubaneshwar: 12 April 2024 ( pratyushanews ) : Daikin Air conditioning India Pvt. Ltd. (DAIPL), the fully owned subsidiary of Daikin Industries Ltd., Japan & the market leader in the air-conditioning market in India today launched a!-->…
Read More...
Read More...
Thermacool: Revolutionizes Cooling Solutions for a Sustainable Odisha.
Bhubaneswar, 10 April 2024 ( pratyushanews ): Thermacool, a game-changing solution in the realm of urban and rural heat management, is generating buzz nationwide with its revolutionary two-layer coating system based on patented technology!-->…
Read More...
Read More...
ତୃଷାର୍ତ୍ତ ଙ୍କ ଶୋଷ ମେଣ୍ଟାଉଛି ପି ପି ଏଲ୍ ।
ଭୁବନେଶ୍ଵର ୦୨ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରୀଷ୍ମ ପ୍ରବାହର ବେଗ ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ପାରାଦୀପ ଫସପେଟ ଲିମିଟେଡ ପକ୍ଷରୁ ଅପ୍ରେଲ ୦୨ ତାରିଖଠାରୁ ଏହାର କାର୍ଯ୍ୟାଳୟ ସାମ୍ନା ରେ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଳ ସେବା କେନ୍ଦ୍ର ଆରମ୍ଭ କରାଯାଇଛି l!-->…
Read More...
Read More...
ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ ।
ଭୁବନେଶ୍ୱର, 1.04.24 ( ପ୍ରତ୍ୟୁଷା ବ୍ୟୁରୋ ) : ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ!-->…
Read More...
Read More...