୯ ରେ ନିଫ୍ଟ ଭୁବନେଶ୍ଵରର ସମାବର୍ତ୍ତନ ଉତ୍ସବ-୨୦୨୪ ।

ଭୁବନେଶ୍ୱର୍, ୦୬/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ୯ ଚାରିଖରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପକ୍ଷରୁ ଏହାର ସମବର୍ଦ୍ଧନ ଉତ୍ସବ- ୨୦୨୪ ଆଇଏମ୍ଏମ୍ ଟି-ସିଏସ୍‌ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ୧ ୧୧ ଜଣି ହଇର
Read More...

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ ।

କଟକ. 06.11.24 ( ପ୍ରତ୍ୟୁଷା ବ୍ୟୁରୋ): କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ
Read More...

ଗଜପତିଙ୍କ ବିରୋଧ ପରେ ନିଷ୍ପତି ବଦଳାଇଲା ଇସ୍କନ ହେବନି ରଥ ଯାତ୍ରା।

ଭୁବନେଶ୍ଵର ୦୫/୧୧( ପ୍ରତ୍ୟୁଷା ବ୍ୟୁରୋ ):ପୁରୀ ଗଜପତଙ୍କ ମହାରାଜା ଦିବ୍ୟସିଂହ ଦେବଙ୍କ ଦୃଢ଼ ବିରୋଧ ଓ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇସ୍କନ୍ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏ ନେଇ ଆଜି ସକଳେ ମହାରାଜା ଦିବ୍ୟସିଂହ ଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ
Read More...

ନଭେମ୍ବର ୮ରୁ ଦୁଇ ଦିନ କ୍ୟାରିୟର ମେଳା ‘ପଥ ପ୍ରଦର୍ଶକ ୨.୦

ଭୁବନେଶ୍ଵର ୦୪ /୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ନଭେମ୍ବର ୮ ତାରିଖରୁ ଦୁଇ ଦିନ କ୍ୟାରିୟର ମେଳା ପଥ ପ୍ରଦର୍ଶକ ୨.୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୯ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଯାହା ୯ମ ଶ୍ରେଣୀରୁ ପୋଷ୍ଟସ ଗ୍ରାଜୁଏଟ୍ ପର୍ଯ୍ୟନ୍ତ
Read More...

ବଡ଼ମ୍ବା – ନରସିଂହପୁରର ଓ ଏ ଏସ୍ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଭାଙ୍କୁ ସାର୍ପ ଦ୍ୱିତୀୟ ଯୁବ ପ୍ରତିଭା…

ଭୁବନେଶ୍ଵର, ୦୩/ ୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):ନରସିଂହପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଏହାର ସମ୍ପାଦକ ବିଜୟ କୁମାର ପଣ୍ଡା ଙ୍କ ଅଦମ୍ୟ ଚେଷ୍ଟା ଫଳରେ ରବିବାର ପୋଲିସ ଭବନ ପରିସରରେ ଦ୍ୱିତୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଓ ଏ ଏସ ପରୀକ୍ଷାରେ
Read More...

ନଭେମ୍ବର ୩ୟ ସପ୍ତାହରେ ଶେଷ ହେବ ରାସନ କାର୍ଡ କେ ୱାଇ ସି

ଭୁବନେଶ୍ୱର : ୦୨/୧୧( ପ୍ରତ୍ୟୁଷା ବ୍ୟୁରୋ )ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କ ମଧ୍ୟରେ କେ ୱାଇ ସି କୁ ନେଇ ଲାଗି ରହିଥିବା ଦ୍ଵନ୍ଦକୁ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୂର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଏହି
Read More...

ନଭେମ୍ବର ୦୨ରୁ ଗୋ ନବରାତ୍ରୀ ମହୋତ୍ସବ – ୨୦୨୪ ।

ଭୁବନେଶ୍ଵର ୨୯/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା
Read More...

ଆଇଡିବିଆଇ ବ୍ୟାଙ୍କ ଦ୍ବାରା ଦୁର୍ନୀତି ନିବାରଣ ସଚେତନତା ପାଇଁ ଶୋଭାଯାତ୍ରା

ଭୁବନେଶ୍ୱର ୨୭.୧୦.୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ): ସମ୍ପ୍ରତି ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିବଢି ଚାଲିଥିବା ବେଳେ କେତେକ ବ୍ୟକ୍ତି ,ଚିନ୍ତା ନାୟକ ଓ ସଙ୍ଗଠନ ଗଭୀର ଚିନ୍ତା ପ୍ରକଟ କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି କ୍ଷେତ୍ରରେ ଏହାର ଆବଶ୍ୟକତାକୁ
Read More...