Browsing Tag

ODISHA NEWS

ଆଇ ଏ ଏସ ସ୍ତରରେ ଅଦଳବଦଳ କୁଳାଙ୍ଗେ ବିଜୟ ଅମୃତ ଵି ଏମ ସି ନୂଆ କମିଶନର

ଭୁବନେଶ୍ୱର 16/6 (ପ୍ରତ୍ୟୁଷl ବ୍ୟୁରୋ): ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେଵ ଡ଼ ଅଦଳ ବଦଳ କରିଛନ୍ତି I ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର
Read More...

କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ ,ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ,ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର…

ଭୁବନେଶ୍ୱର16/6/22 (ପ୍ରତ୍ୟୁଷl ବ୍ୟୁରୋ): ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି.ରୋଗୀମାନେ ଯେପରି ସୁବିଧାରେ ଏହି
Read More...

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର 16/6 ( ପ୍ରତ୍ୟୁଷl ବ୍ୟୁରୋ): ପ୍ରତୀକ୍ଷାର ଅନ୍ତ ଘଟିଛି l ସ୍ୱାଭାବିକ ଭାବରେ ମୌସୁମୀ ଆଜି ଓଡିଶା ଛୁଇଁଛି l ରାଜ୍ୟର ମାଲକାନଗିରି,କୋରାପୁଟ ଓ ନବରଙ୍ଗପୁରପୁର ଜିଲ୍ଲାରେ ଏହାର ପହିଲି ପ୍ରବେଶ ହୋଇଥିବା ବେଳେ ନୂଆପଡା କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ
Read More...

ବିଶ୍ୱ ପରିବେଶ ଦିବସରେ ଏଚ ଡି ଏଫ ସି ବ୍ୟାଙ୍କର ଥିମ ” ଓନଲି ୱାନ ଆର୍ଥ

ଭୁବନେଶ୍ୱର 5/6 ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ୱ ପରିବେଶ ପାଇଁ ସମସ୍ତେ ଚିନ୍ତା କରିବା ବେଳ ଆସିଛି l ଆଉ ଆଜି ଏହି ଦିନରେ ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ ଏଫ ଡି ସି ର ଭାଇସ ପ୍ରେସିଡେଣ୍ଟ ଓ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା
Read More...

ଡ. ଶରତ ସାହୁଙ୍କୁ ସ୍ପାଇସ ଆଇକନ ଆୱାର୍ଡ

ଭୁବନେଶ୍ବର, 4/06 ( ପ୍ରତ୍ୟୁଷl ବ୍ୟୁରୋ) : ଓଡ଼ିଶାର ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୪୭ବର୍ଷରେ ପହଂଚିଥିବା ଲୋକପ୍ରିୟ ରୁଚି ଫୁଡ୍‌ଲାଇନ୍‌କୁଉତ୍କର୍ଷତା, ଗୁଣବତା ଓ ଉଦ୍ୟୋଗକ୍ଷେତ୍ରରେ ବିକାଶ ପାଇଁ ମିଳିଛି ଆଉ ଏକ ଜାତୀୟ ପୁରସ୍କାର । ନୂଆଦିଲ୍ଲୀର ଗ୍ଲୋବାଲ ସାଇସ୍ସ ମିଟ୍‌ର
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର 30/5 ( ପ୍ରତ୍ୟୁଷା ନ୍ୟୁଜ )ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି l ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ଭେଟଘାଟକୁ ରାଜନୀତି ବିଶାରଦ
Read More...