Browsing Tag

pratyushanews

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ , କ୍ରୀଡ଼ା ମନ୍ତ୍ରଣାଳୟ…

ଭୁବନେଶ୍ବର 23.06.2022 (ପ୍ରତ୍ୟୁଷl ବ୍ୟୁରୋ):ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇ ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି I ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର…
Read More...

ଚର୍ଚ୍ଚାରେ ବ୍ରତୋପନୟନ ଉତ୍ସବରେ ତାରାଙ୍କ ଡିସ୍କୋ

ବ୍ରହ୍ମପୁର 23/6 ପ୍ରତ୍ୟୁଷା ନ୍ୟୁଜବିଧାୟକ ତାରାପ୍ରସାଦ ବାହିନୀପତି ଜଣେ ନିଆରା ମଣିଷ I ଏହି ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଭିନ୍ନ ଅନ୍ଦାଜ ରାଜନୀତିରେ ଯେତିକି ଚର୍ଚିତ ସାଧାରଣ ଜୀବନରେ ତା' ଠାରୁ ଅଧିକ ଚର୍ଚିତ I ଆସନ୍ତୁ ଦେଖିବା ତାରା ଗୁରୁବାର ଏକ ଘରୋଇ ବ୍ରତୋପନୟନ ଉତ୍ସବରେ ଯୋଗ ଦେଇ…
Read More...

ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ

ନୂଆଦିଲ୍ଲୀ 23/6 (ପ୍ରତ୍ୟୁଷା ବ୍ୟୁରୋ):ଏନ ଡି ଏ ର ରାଷ୍ଟ୍ରପତି ପ୍ରାଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନ୍ରେ ନୂଆଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରିଛନ୍ତି I ଆସନ୍ତାକାଲି ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାଥୀପତ୍ର ଦାଖଲ କରିବେ I ତାଙ୍କ ନାମାଙ୍କନ…
Read More...

ଫାୟାର ବୋଲଟ ସ୍ମାର୍ଟ ୱାଚ ବଜାରରେ ଏକ ନମ୍ବର

ଭୁବନେଶ୍ୱର 22/6 ପ୍ରତ୍ୟୁଷା ବ୍ୟୁରୋସ୍ମାର୍ଟ ୱାଚ ବଜାରରେ ଫାୟାର ବୋଲ୍ଟ ଏକ ନମ୍ବର ହୋଇପାରିଛି I ଆଇ ଡି ସି ରିପୋର୍ଟ ଅନୁଯାୟୀ ଏହା 24.6%ଅଂଶ ବଜାରରେ ହାସଲ କରିଥିବା ବେଳେ ବାର୍ଷିକ 2000%ଅଭିବୃଦ୍ଧି ଘଟିଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଣ କହୁଛନ୍ତି ଏହାର ଆର ଏସ…
Read More...

ପୋପଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର 22/6 (ପ୍ରତ୍ୟୁଷା ନ୍ୟୁଜ )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ ଭଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ଫ୍ରାନ୍ସିସ ପୋପଙ୍କୁ ସାକ୍ଷାତ କରିଛନ୍ତି l ନବୀନ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବା ଦେଶରେ ପ୍ରଥମ ବୋଲି କୁହାଯାଉଛି l
Read More...

ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର 22/6 ( ପ୍ରତ୍ୟୁଷା ବ୍ୟୁରୋ )ବିଜେପି ନେତୃତ୍ୱାଧୀନ ଏନ ଡି ଏ ଆଗାମୀ ରାଷ୍ଟ୍ରପତି ପାଇଁ ଓଡିଶା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି l ଏହାଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତଦ୍ୟୋୟ ସାକାର ହୋଇଛି l ଓଡିଶାର ଆଦିବାସୀ ଅଧ୍ୟୁଷିତ…
Read More...