Browsing Tag

Current Breakingnews

ସାର କଳାବଜାରୀ ଓ ଅଭାବ ବିରୋଧରେ ପ୍ରଦେଶ କିଷାନ କଂଗ୍ରେସ ବିଧାନ ସଭା ଆଗରେ ଗର୍ଜିଲା ।

ଭୁବନେଶ୍ୱର, 23.09.25 ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଖି ବୁଜି ଦେଇଥିବା ଵେଳେ ପ୍ରଦେଶ କିଷାନ କଂଗ୍ରେସ ପୋସ୍କୋ ଆନ୍ଦୋଳନର ତତ୍କାଳୀନ ନେତା ଅଭୟ ସାହୁଙ୍କ ନେତୃତ୍ୱରେ ବିଧାନ ସଭା ଘେରାଉ କରି ଚାଷୀଙ୍କ ପାଇନ୍ ଗର୍ଜିଛି।ସମବାୟ-ମାର୍କଫେଡ଼ ଓ ସରକାରଙ୍କ ମଧ୍ୟରେ
Read More...

ବୟନିକା ସଭାପତିଙ୍କ ଦୁର୍ନୀତି ବିରୋଧରେ ଓଡିଶା ବୁଣାକାର ମହାସଂଘର ବିଷୋଦଗାର

ଭୁବନେଶ୍ୱର : ୧୯ /୯ ( ପ୍ରତ୍ୟୁଷା ବ୍ୟୁରୋ ) ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଦୁର୍ନୀତିରେ ବୁଡିକି ଅଛନ୍ତି। କେବଳ ଦୁର୍ନୀତି ନୁହେଁ ବେଆଇନ ଭାବରେ ନିୟମକୁ ମାଡି ମକଚି ମନମୁଖୀ ଚଳାଇଛନ୍ତି ବୋଲି ଓଡିଶା ବୁଣାକାର ମହାସଂଘ ଭୁବନେଶ୍ୱର ବୁଧବାର ରାଜ୍ୟ ରେଡ଼କ୍ରସ ଭବନ ସମ୍ମିଳନୀ
Read More...

ସେପ୍ଟେମ୍ବର ୧୯ ରୁ ଦ୍ବାଦଶ ଭୁବନେଶ୍ବର ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ।

ଭୁବନେଶ୍ୱର: ୧୬/୯( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ୱର ସ୍ଥିତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌, ଏକ ପ୍ରମୁଖ ଇଭେଣ୍ଟ ମ୍ୟାନେଜମେଣ୍ଟ୍ କମ୍ପାନୀ ଭାବରେ ସଫଳପ୍ରଦର୍ଶନୀ, ଟ୍ରେଡ୍ ଶୋ' ଏବଂ କର୍ପୋରେଟ୍ ଇଭେଣ୍ଟ୍ ଆୟୋଜନ କରିବାରେ ବିଶେଷଜ୍ଞତା ହାସଲ କରିଛି। ୧୫
Read More...

ସରକାରଙ୍କୁ ଚେତାବନୀ ଦେଲେ ଦୁଗ୍ଧ ଚାଷୀ ସଂଘ

ଭୁବନେଶ୍ୱର: ୧୨/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ରାଜ ରାସ୍ତାରେ ଦୁଗ୍ଧ ଚାଷୀ ତଥା ଗୋପାଳକ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଘଟଣା ଘଟିଛି। ନିକଟରେ ଚଳିତ ମାସ ୬ ତାରିଖରେ ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଏହି ଘଟଣାରେ ପୋଲିସଠାରୁ ନ୍ୟାୟ
Read More...

ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ

ଭୁବନେଶ୍ୱର: ୦୯/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର୍ବର୍ଗର ଅରୁଣୀ ସୁଦଶୀ ମାତ୍ର ୫.୩ ସେଫେଲେ ୦-୫୦ କେଏମ୍/ଏଚଏଟିଏସ, ଟ୍ରାକ୍ସନ୍ ଇଂଟ୍ରୋଲ ସହିତ ଜନ୍ମିତ ସୁରକ୍ଷା ଏବଂ ନିୟନ୍ତ୍ରଣସିଗନେକ ମପବଟ ପ୍ରୋଜେକ୍ଟର ହେଡଲ୍ୟାମ, ସାମ୍ନା କରିନେସନ୍
Read More...

ଓଡି ସୋସିଆଲ : ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଭୋକାଲ୍-ଫର-ଲୋକାଲ ରିଟେଲ୍ ଷ୍ଟୋର୍ ଉଦଘାଟିତ

ଭୁବନେଶ୍ୱର : ୦୫/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ "ଭୋକାଲ୍ ଫର ଲୋକାଲ" ଆନ୍ଦୋଳନକୁ ସୁଦୃଢ଼ ​​କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଓଡି ସୋସିଆଲ୍ ଓଡ଼ିଶାରେ ଏହାର ପ୍ରଥମ ପ୍ରକାରର ରିଟେଲ ଆଉଟଲେଟ୍ ଆରମ୍ଭ ହୋଇଛି । ଏହି ଅନନ୍ୟ
Read More...

ସାମ୍ବାଦିକଙ୍କୁ ପେନସନ : ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ ।

ଭୁବନେଶ୍ୱର : ୦୫/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା ଏବେ ସାମ୍ବାଦିକତା କରୁଥିବା ସାମ୍ୱାଦିକ ଓ ସାମ୍ବାଦପତ୍ର ସଂସ୍ଥା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ମନରେ ଆଶା ସଂଚାର କରିଛି। ଦେଶରେ ୧୮ ଟି ରାଜ୍ୟ ଇତି ମଧ୍ୟରେ ସାମ୍ବାଦିକ ମାନଙ୍କୁ ଚି଼ହ୍ନଟ କରି
Read More...

ବିକାଶ ସଂସ୍ଥାର ୪୦ତମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ବର : ୪/୯ ( ପ୍ରତ୍ୟୁଷା ବ୍ୟୁରୋ )ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ବେସରକାରୀ ସଂଗଠନଗୁଡ଼ିକସରକାର କରିପାରୁ ନ ଥିବା କାର୍ଯ୍ୟକୁ ସଠିକ୍ ଭାବେ କାର୍ଯ୍ୟନ୍ଵୟନ କରି ସରକାରଙ୍କୁ ସମସ୍ତ ପ୍ରକାର ସହାୟତା
Read More...