ଭୁବନେଶ୍ୱର,୨୭/୮/୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ସେପ୍ଟେମ୍ବର ପହିଲାରୁ ସପ୍ତାହେ ବ୍ୟାପୀ ସ୍ୱାଧ୍ବୀ ୠତାମ୍ବରା଼ ଜୀ ଙ୍କ ଭାଗବତ କଥା ପ୍ରବଚନ। ପୁରୀ ବ୍ୟାସ ପୀଠରେ ଏହି ଭବ୍ୟ ମହୋତ୍ସବର ଆୟୋଜନ ହୋଇଛି।ପୁରୀ ସେଭେନ ହିଲସ ସଭା ଗୃହ ପରିସରରେ ପୂର୍ବାହ୍ନ ୯ ଟାରୁ ମଧ୍ୟାହ୍ନ ୧୨ ଟା ଯାଏ ପ୍ରତ୍ୟହ ଚାଲିବ ବୋଲି ମହୋତ୍ସବର ସଂଯୋଜକ ସମାଜସେବୀ ଉମେଶ ଖଣ୍ଡେଲୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।