Browsing Tag

latestodianews

ରାଜ୍ୟର ନୂଆ ବୟନ ଶିଳ୍ପ ହବ ହେବ ଖୋରଧା ଶିଳ୍ପାଞ୍ଚଳ ।

ଭୁବନେଶ୍ୱର, ୨୯/୨( ପ୍ରତ୍ୟୁଷା ବ୍ୟୁରୋ )ଖଣି, ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଆଗୁଆ ଥିବା ଓଡ଼ିଶା ଏବେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ନିବେଶ ହାସଲ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଖୋର୍ଦ୍ଧା ଏବେ ରାଜ୍ୟର ନୂଆ ବୟନ ହବ ଭାବେ ଉଭା ହୋଇଛି।
Read More...

ବିଜେପିରେ ହେଲେ ସାମିଲ ଚିଲିକା ବିଧାୟକ ତଥା ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ ।

ଭୁବନେଶ୍ୱର,ତା.୨୯/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ପାଇଲେ ସମ୍ମାନସୂଚକ ଡି.ଲିଟ୍ ଉପାଧି ( ଉତ୍କଳ…

ଭୁବନେଶ୍ବର, ୨୯ ଫେବୃଆରୀ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧି ରେ ସମ୍ମାନିତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ
Read More...