Browsing Tag

latestodianews

ରେଳ ମନ୍ତ୍ରୀଙ୍କ ଦ୍ୱାରା ନୂଆ ପ୍ରକଳ୍ପ ଘୋଷଣା: ନରସିଂହପୁର – ଅନୁଗୋଳ ଚାଲିବ ରେଳ।

କଟକ ୧୫/୩/୨୪ ( ପ୍ରତ୍ୟୁଷା ବ୍ୟୁରୋ ): ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ଓଡ଼ିଶାର ଦୁଇଟି ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଛନ୍ତି l ଏହି ଦୁଇଟି ପ୍ରକଳ୍ପ
Read More...

କିମ୍ସରେ ବିଶ୍ବ କିଡ଼ନୀ ଦିବସ ପାଇଁ ସଚେତନତା ଶୋଭା ଯାତ୍ରା ।

ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ) କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍ସ) ପକ୍ଷରୁ ଆଜି ବିଶ୍ଵ କିଡନୀ ଦିବସ ପାଳିତ ହୋଇଯାଇଛି। କିଡନୀ ରୋଗ ଉପରେରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କିମ୍‌ ପକ୍ଷରୁ ଏକ ସଚେତନତା
Read More...

୧୭ ରେ ଭୁବନେଶ୍ୱର ବେଦାନ୍ତୁ ଲର୍ଣିଂ ସେଣ୍ଟରର ଶୁଭାରମ୍ଭ ।

ଭୁବନେଶ୍ବର: ୧୪ ମାର୍ଚ୍ଚ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଏଠାରେ ମାର୍ଚ୍ଚ ୧୭ରେ ବେଦାନ୍ତୁ ଲଭିଂ ସେଣ୍ଟର ଉଦ୍‌ଘାଟନ ସହିତ ଏଡ଼-ଟେକ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅମୂଲାଇନ କୋଚିଂରେ ବିପ୍ଳବ ଆଣିବାକୁ ଯାଉଛି । ଭୁବନେଶ୍ଵରରେ ଲର୍ଡିଂ ସେଣ୍ଟର ଚଳିତ ମାର୍ଚ୍ଚ ୧୭ରୁ
Read More...

କଳାମୋତିଆ ମୁକ୍ତ ବିଶ୍ଵ ପାଇଁ ହେବା ଏକତ୍ରିତ।

ଭୁବନେଶ୍ଵର ୧୪ ମାର୍ଚ୍ଚ ୨୦୨୪ , ( ପ୍ରତ୍ୟୁଷା ବ୍ୟୁରୋ ) : ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ସାରା ବିଶ୍ବରେ ଏବେ ବି ୭ ନିୟୁତ ଲୋକ କଳା ମୋତିଆ ଚକ୍ଷୁ ରୋଗରେ ଆକ୍ରାନ୍ତ ଅଛନ୍ତି l ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତି ବର୍ଷ ସଚେତନତା ସୃଷ୍ଟି କରାଯାଇଛି l ଏହା କ୍ରମରେ ଭୁବନେଶ୍ୱର
Read More...

ଚିଲିକା ଆଞ୍ଚଳିକ ବିକାଶ ପରିଷଦର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 3.03.24 ( ପ୍ରତ୍ୟୁଷା ବ୍ୟୁରୋ ) : ଚିଲିକା ଆଞ୍ଚଳିକ ବିକାଶ ପରିଷଦର ୧୧ତମ ବାର୍ଷିକ ଉତ୍ସବ ରେଡକ୍ରସ ଭବନ ପରିସରରେ ଅନଷ୍ଠିତ ହେଇ ଯାଇଛି l ରବିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଫକୀର ଚରଣ ଶତପଥୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା l
Read More...

ରାଜ୍ୟର ନୂଆ ବୟନ ଶିଳ୍ପ ହବ ହେବ ଖୋରଧା ଶିଳ୍ପାଞ୍ଚଳ ।

ଭୁବନେଶ୍ୱର, ୨୯/୨( ପ୍ରତ୍ୟୁଷା ବ୍ୟୁରୋ )ଖଣି, ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଆଗୁଆ ଥିବା ଓଡ଼ିଶା ଏବେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ନିବେଶ ହାସଲ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଖୋର୍ଦ୍ଧା ଏବେ ରାଜ୍ୟର ନୂଆ ବୟନ ହବ ଭାବେ ଉଭା ହୋଇଛି।
Read More...